Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ପ୍ରେମ ଜାଲରେ ଫସାଇଲା, ବାହା କଥା ଉଠିବାରୁ ହତ୍ୟା! ପ୍ରେମ ସମ୍ପର୍କ ପରେ ବିବାହ କଥା ଉଠିବାରୁ ଯୁବତୀଙ୍କୁ ହତ୍ୟା କରି ମାଟିରେ ପୋତି ଦେଇଥିବା ଅଭିଯୋଗ। ଘଟଣାର ପର୍ଦ୍ଦାଫାଶ କରିଛି ସେମିଳିଗୁଡା ପୋଲିସ। ସେମିଳିଗୁଡା ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୁନାବେଡ଼ା ଏସଡିପିଓ ସୁମିତ୍ରା ଜେନା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। 🔴 ପ୍ରେମରୁ ହତ୍ୟା, ମାଟିତଳୁ ମିଳିଲା ମୃତଦେହ! #Semiliguda #Koraput #MurderCase #CrimeNews #OdishaNews #BreakingNews

Koraput Town, Koraput | Aug 14, 2026

MORE NEWS

🚨 ୨୪ ଘଣ୍ଟାରେ ହତ୍ୟାକାଣ୍ଡର ପର୍ଦାଫାସ, ୩ ଅଭିଯୁକ୍ତ ଗିରଫ

କୋଟପାଡ଼: ଅଗଷ୍ଟ ୧୪ ତାରିଖରେ କୋଟପାଡ଼ ଥାନା ଅନ୍ତର୍ଗତ ଷଡ଼ରଙ୍ଗାର ଜାମୁଗୁଡ଼ା ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପର୍ଦାଫାସ କରିଛି କୋଟପାଡ଼ ପୋଲିସ।

ଜାମୁଗୁଡ଼ା ଗ୍ରାମର ସମାରୁ ପୂଜାରୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସମାରୁ ଭତ୍ରା, ଚିତ ସମରଥ ଓ ପ୍ରେମାନନ୍ଦ ରନ୍ଧାରି।

ଘଟଣାସ୍ଥଳରୁ ରକ୍ତଲଗା ଛୁରୀ ସହ ୨ଟି ବାଇକ୍‌ ଜବତ କରାଯାଇଛି। ଏନେଇ ପ୍ରେସମିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା।

📍 ଅଗଷ୍ଟ ୧୪ର ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ପୋଲିସର ତଦନ୍ତରେ ପର୍ଦାଫାସ।

#Kotpad #Koraput #CrimeNews #MurderCase #Police #OdishaNews #KoraputNews #CrimeUpdate #KotpadPolice

🚨 ୨୪ ଘଣ୍ଟାରେ ହତ୍ୟାକାଣ୍ଡର ପର୍ଦାଫାସ, ୩ ଅଭିଯୁକ୍ତ ଗିରଫ କୋଟପାଡ଼: ଅଗଷ୍ଟ ୧୪ ତାରିଖରେ କୋଟପାଡ଼ ଥାନା ଅନ୍ତର୍ଗତ ଷଡ଼ରଙ୍ଗାର ଜାମୁଗୁଡ଼ା ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପର୍ଦାଫାସ କରିଛି କୋଟପାଡ଼ ପୋଲିସ। ଜାମୁଗୁଡ଼ା ଗ୍ରାମର ସମାରୁ ପୂଜାରୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସମାରୁ ଭତ୍ରା, ଚିତ ସମରଥ ଓ ପ୍ରେମାନନ୍ଦ ରନ୍ଧାରି। ଘଟଣାସ୍ଥଳରୁ ରକ୍ତଲଗା ଛୁରୀ ସହ ୨ଟି ବାଇକ୍‌ ଜବତ କରାଯାଇଛି। ଏନେଇ ପ୍ରେସମିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା। 📍 ଅଗଷ୍ଟ ୧୪ର ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ପୋଲିସର ତଦନ୍ତରେ ପର୍ଦାଫାସ। #Kotpad #Koraput #CrimeNews #MurderCase #Police #OdishaNews #KoraputNews #CrimeUpdate #KotpadPolice

Koraput Town, Koraput | Aug 17, 2026

କୋଟପାଡ଼-କୋଟପାଡ଼ ର  ରୁକମଣି ମହନ୍ତଙ୍କ ଟିମ ହେଲେ ସାମ୍ମାନୀତ।ଯାହା କି କୋଟପାଡ଼ ହସ୍ତତନ୍ତ ବୁଣାକାର ଙ୍କୁ ଉତ୍ସାହିତ କରିଛି।

କୋଟପାଡ଼-କୋଟପାଡ଼ ର ରୁକମଣି ମହନ୍ତଙ୍କ ଟିମ ହେଲେ ସାମ୍ମାନୀତ।ଯାହା କି କୋଟପାଡ଼ ହସ୍ତତନ୍ତ ବୁଣାକାର ଙ୍କୁ ଉତ୍ସାହିତ କରିଛି।

Koraput Town, Koraput | Aug 16, 2026

କୋଟପାଡ଼- ଗତ ୧୪ ତାରିଖ ଦିନ  ଷଡ଼ରଙ୍ଗା  ଗ୍ରାମର ଘଟିଥିବା ହତ୍ୟାକାଣ୍ଡର ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l ଜାମୁଗୁଡା ଗ୍ରାମର ସମାରୁ ପୂଜାରୀ ହତ୍ୟା ମାମଲାରେ  ଜଡିତ ୩ଅଭିଯୁକ୍ତ ଙ୍କୁ  ଗିରଫ କରିଛି ପୋଲିସ lଏନେଇ ଏକ  ପ୍ରେସମିଟ୍ ରେ ସୂଚନା ଦେଲେ ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା l ମୃତକ ସମାରୁ ପୂଜାରୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ଏମାନେ। ଗିରଫ ତିନି ଅଭିଯୁକ୍ତ ହେଲେ ଚିତ ସମରଥ,ପ୍ରେମାନନ୍ଦ ରନ୍ଧାରିକୁ । ତିନି  ଗିରଫ ଅଭିଯୁକ୍ତ ଙ୍କୁ   କୋର୍ଟ ଚାଲାଣ କରାଯିବା ନେଇ SDPO ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତ

କୋଟପାଡ଼- ଗତ ୧୪ ତାରିଖ ଦିନ ଷଡ଼ରଙ୍ଗା ଗ୍ରାମର ଘଟିଥିବା ହତ୍ୟାକାଣ୍ଡର ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l ଜାମୁଗୁଡା ଗ୍ରାମର ସମାରୁ ପୂଜାରୀ ହତ୍ୟା ମାମଲାରେ ଜଡିତ ୩ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ lଏନେଇ ଏକ ପ୍ରେସମିଟ୍ ରେ ସୂଚନା ଦେଲେ ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା l ମୃତକ ସମାରୁ ପୂଜାରୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ଏମାନେ। ଗିରଫ ତିନି ଅଭିଯୁକ୍ତ ହେଲେ ଚିତ ସମରଥ,ପ୍ରେମାନନ୍ଦ ରନ୍ଧାରିକୁ । ତିନି ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ନେଇ SDPO ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତ

Koraput Town, Koraput | Aug 16, 2026

ଲକ୍ଷ୍ମୀପୁରରେ ବଢୁଛି ମାତୃ ଓ ଶିଶୁ ମୃତ୍ୟୁହାର!

ତୁରନ୍ତ ଖୋଲାଯାଉ ସବ୍-ଡିଭିଜନାଲ ମେଡିକାଲ୍: ତାରା

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମାତୃ ଓ ଶିଶୁ ମୃତ୍ୟୁହାର ବଢୁଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇବା ପାଇଁ ଲକ୍ଷ୍ମୀପୁରରେ ତୁରନ୍ତ ସବ୍-ଡିଭିଜନାଲ ମେଡିକାଲ୍ ଖୋଲିବା ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ବିଧାୟକ।

👉 ଏବେ ଅପେକ୍ଷା, ସରକାର କେବେ ନେଉଛନ୍ତି ପଦକ୍ଷେପ?

#Laxmipur #Koraput #HealthCare #MaternalHealth #ChildHealth #TaraPrasadBahinipati #OdishaNews

ଲକ୍ଷ୍ମୀପୁରରେ ବଢୁଛି ମାତୃ ଓ ଶିଶୁ ମୃତ୍ୟୁହାର! ତୁରନ୍ତ ଖୋଲାଯାଉ ସବ୍-ଡିଭିଜନାଲ ମେଡିକାଲ୍: ତାରା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମାତୃ ଓ ଶିଶୁ ମୃତ୍ୟୁହାର ବଢୁଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇବା ପାଇଁ ଲକ୍ଷ୍ମୀପୁରରେ ତୁରନ୍ତ ସବ୍-ଡିଭିଜନାଲ ମେଡିକାଲ୍ ଖୋଲିବା ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ବିଧାୟକ। 👉 ଏବେ ଅପେକ୍ଷା, ସରକାର କେବେ ନେଉଛନ୍ତି ପଦକ୍ଷେପ? #Laxmipur #Koraput #HealthCare #MaternalHealth #ChildHealth #TaraPrasadBahinipati #OdishaNews

Koraput Town, Koraput | Aug 16, 2026

ବିଜେଡି ଓ କଂଗ୍ରେସର ଜଣେ ଜଣେ ଆସନ୍ତୁ ମୁଁ ତାଙ୍କୁ ଜବାବ୍ ଦେବି। ଚ୍ୟାଲେଞ୍ଜ କଲେ କୋରାପୁଟ ବିଧାୟକ ରଘୁରାମ ମାଛ । ବୈପାରିଗୁଡା ବ୍ଲକ ବୈଠକରେ ବିବାଦ ନେଇ ଏବେ ସରଗରମ କୋରାପୁଟ ରାଜନୀତି

ବିଜେଡି ଓ କଂଗ୍ରେସର ଜଣେ ଜଣେ ଆସନ୍ତୁ ମୁଁ ତାଙ୍କୁ ଜବାବ୍ ଦେବି। ଚ୍ୟାଲେଞ୍ଜ କଲେ କୋରାପୁଟ ବିଧାୟକ ରଘୁରାମ ମାଛ । ବୈପାରିଗୁଡା ବ୍ଲକ ବୈଠକରେ ବିବାଦ ନେଇ ଏବେ ସରଗରମ କୋରାପୁଟ ରାଜନୀତି

Koraput Town, Koraput | Aug 16, 2026