କଟକ ସଦର: ବିଶ୍ଵମ୍ଭରପୁର: ସମୀର ଭୋଳଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ଦେଲେ ବଡମ୍ବା ବିଧାୟକ
ବିଶ୍ଵମ୍ଭରପୁର ଗ୍ରାମରେ ସ୍ଵର୍ଗତ ସମୀର ଭୋଳଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବଡମ୍ବା ବିଧାୟକ। ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଇ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ବିଧାୟକ।