କଟକ ପୌରାଞ୍ଚଳ: କଟକ ନିମସାହିଠାରେ ଶୁଭାରମ୍ଭ ହେଲା ଓଁ ଶ୍ରୀଶ୍ରୀଶ୍ରୀ ସନ୍ଥ ଅରକ୍ଷିତ ଦାସ ଗାଦିପୀଠ
କଟକ ନିମସାହିରେ ନବନିର୍ମିତ ଓଁ ଶ୍ରୀଶ୍ରୀଶ୍ରୀ ସନ୍ଥ ଅରକ୍ଷିତ ଦାସ ଗାଦିପୀଠର ଉଦ୍ଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ମହନ୍ତ ବାବା ଡକ୍ଟର ନାମାନନ୍ଦ ଦାସ ଓ ସ୍ଥାନୀୟ କର୍ପୋରେଟରଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।