ସମ୍ବଲପୁର: ରେଙ୍ଗାଲି: ୭ଟି ପଞ୍ଚାୟତରେ ଧାନ କଟନି-ଛଟନି ବନ୍ଦ ଦାବିରେ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
Sambalpur, Sambalpur | Nov 16, 2026
ସମ୍ବଲପୁର ରେଙ୍ଗାଲି ବ୍ଲକ୍ ଜୋନ୍-୨ର ୭ଟି ପଞ୍ଚାୟତରେ ଧାନ କ୍ରୟ ବେଳେ ହେଉଥିବା ବେଆଇନ କଟନି-ଛଟନି ବନ୍ଦ କରିବା ଦାବିରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ କୃଷିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।