ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁଡ଼ାମାଳ ପଂଚାୟତ ଲୁହାଖେନ ଗାଁର ଶୁଭା ତାଣ୍ଡି ,ସାବତ୍ରୀ ସୁନା
ଘରେ ବର୍ଷା ଦିନେ ପାଣି ଜମା ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ପାଣି ଜମା ହୋଇଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେ ପ୍ରଶାସନ ର ଦ୍ୱାରସ୍ଥ ମଧ୍ୟ ହେଲେଣି କିନ୍ତୁ ସେହି ସମସ୍ୟା ସମାଧାନ ହୋଇ ପାରି ନାହିଁ । ବିଭାଗୀୟ ଅଧିକାରି ତଥା ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଅନୁରୋଧ ଏହି ସମସ୍ୟା ଉପରେ ଉପଯୁକ୍ତ ପଦକ୍ଷେପ ନେଇ ସମାଧାନ କରନ୍ତୁ ।
#padampur
#dmbargarh
#everyonefollowers
#highlight
Bargarh, Bargarh (Baragarh) | Jun 28, 2026