କଲ୍ୟାଣସିଂହପୁର: କଲ୍ୟାଣସିଂହପୁରରେ ମିଶ୍ରଣ ପର୍ବ: ବିଜେଡି ଓ କଂଗ୍ରେସ ଛାଡି ଭାଜପାରେ ଯୋଗଦେଲେ ବହୁ କର୍ମୀ
କଲ୍ୟାଣସିଂହପୁର ବ୍ଲକ୍ ମାଝୀଗୁଡ଼ା ମଣ୍ଡଳ ଭାଜପା ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସର ବହୁ କର୍ମୀ ଭାଜପାରେ ଯୋଗ ଦେଇଛନ୍ତି। ବାବୁନଗୁଡ଼ା ଗ୍ରାମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତୃବୃନ୍ଦ ନୂତନ କର୍ମୀଙ୍କୁ ସ୍ବାଗତ କରିଛନ୍ତି।