ଗୁଣୁପୁର: ଗୁଣପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ଚବିଶ ପ୍ରହର ନାମଯଜ୍ଞ ପାଇଁ ଚତୁର୍ଥ ପ୍ରସ୍ତୁତି ବୈଠକ
ଗୁଣପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ଚବିଶ ପ୍ରହର ନାମଯଜ୍ଞ ଆୟୋଜନ ନେଇ ଚତୁର୍ଥ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ବୈଠକରେ ମଣ୍ଡଳୀ ନିମନ୍ତ୍ରଣ, ଅନ୍ନଯଜ୍ଞ, ସଦସ୍ୟତା ସଂଗ୍ରହ ଓ ଶୋଭାଯାତ୍ରା ସମ୍ପର୍କରେ ହେଲା ଆଲୋଚନା।