ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପଣ୍ଡିଆପଲି ଗ୍ରାମରେ ନାଗ ଚତୁର୍ଥୀ ପୂଜା ଅନୁଷ୍ଠିତ। କାର୍ଯ୍ୟକ୍ରମରେ ଯୋଗଦେଲେ ଅତିଥି, ଗ୍ରାମବାସୀଙ୍କ ସହ କଲେ ଭାବବିନିମୟ।