ସମ୍ବଲପୁର ଠାରେ ହେବାକୁ ଜାତୀୟ ସ୍ତରୀୟ କବି ସମ୍ମିଳନୀ ନେଇ ରବିବାର ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।କଲମ ପରିବାର ଟ୍ରଷ୍ଟ ଓ ଆସାମର ଆଜିର କବିତା ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କବି ସମ୍ମିଳନୀର ଆସାମ, ତ୍ରିପୁରା, ପଶ୍ଚିମବଙ୍ଗ ସମେତ ରାଜ୍ୟର ଶତାଧିକ କବି ଯୋଗଦେବେ। ତେବେ ଆଜିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ବିସ୍ତୂତ ଭାବରେ ଆଲୋଚନା କରାଯାଇଛି। ଏନେଇ ବୈଠକ ପରେ ଆଜି ତଫେଜୁଲ ହୁସେନ ନିଜ ପ୍ରତିକ୍ରିୟା ରଖିଛନ୍ତି।