ଆଜି କୋରାପୁଟ ଜିଲ୍ଲାପାଳ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁବାଇ, ପରଜାମୁଠାଇ, ଦଳେଇଗୁଡ଼ା ଓ ହାଟଗୁଡ଼ା ଗ୍ରାମପଞ୍ଚାୟତ ଗସ୍ତ କରିଛନ୍ତି। ଏହି ଅବସରରେ 'ଏକ ପେଡ଼ ମାଁ କେ ନାମ' ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କରିବା ସହ ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।
CMO Odisha
Mission Shakti Spmu
Department of Agriculture and Farmers' Empowerment, Odisha
Works Department, Odisha
Ipr Odisha
Malkangiri, Malkangiri | Oct 3, 2026