#ଚଣ୍ଡିଖୋଲରେ_ସ୍ୱାୟତ୍ତ_ଶାସନ_ଦିବସ_ପାଳନ ।
ଏ ହେଉଛି ଏକ ଐତିହାସିକ ଦିନ ଏନ୍ ଏ ସି : ବିଧାୟକ ବଡଚଣା।
ଯାଜପୁର ଜିଲ୍ଲାକୁ ବଡ଼ ପଦେକ୍ଷପ ଚଣ୍ଡିଖୋଲକୁ ଏନ୍ ଏ ସି ଦାବି କରି ଆସିଥିଲୁ: ସାଂସଦ ଯାଜପୁର
ଏଥିରେ ମୁଖ୍ୟ ଅତିଥି ଯାଜପୁର ସାଂସଦ ରବିନାରାୟଣ ବେହେରା ମୁଖ୍ୟ ବକ୍ତା ବଡଚଣା ବିଧାୟକ ଅମର କୁମାର ନାୟକ, ସମ୍ମାନିତ ଉପଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ୍ ରଞ୍ଜନ ଦେହୁରୀ, ବଡଚଣା ବ୍ଳକର ଉପାଦକ୍ଷ ବିଭାଗ ଚନ୍ଦ୍ର ନନ୍ଦ, ଜିଲ୍ଲା ପରିଷଦ ଉପାଦକ୍ଷ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ଅରବିନ୍ଦ ସାମଲ, ଯତିନ୍ଦ୍ର ନାୟକ ବାବା ଭୈରବାନନ୍ଦ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ ଡଃ ପ୍ରୀୟବ୍ରତ ମାହାନ୍ତି , ସରପଞ୍ଚ ସୁଙ୍ଗୁଡା ଅଞୁଲତା ସ୍ୱାଇଁ, ସରପଞ୍ଚ ଦର୍ପଣ ରଞ୍ଜନ ଦାସ, ସରପଞ୍ଚ ଭୁଷଣ୍ଡପୁର ଯଯାତି କେଶରୀ ରାଉତ, ସରପଞ୍ଚ ଧାନମଣ୍ଡଳ ନବଦିପ୍ ନାୟକ, ସମିତି ସଭ୍ୟ ବଡଚଣା ମଧୁସୂଦନ ବଳ , ପୁରାତନ ଛାତ୍ର ସଂଘ ସମ୍ପାଦକ ପ୍ରମୋଦ ଜେନା, ପଞ୍ଚାୟତ ସମିତି ପ୍ରତିନିଧି ନିରଞ୍ଜନ ସେନାପତି, ସାଂସଦ ପ୍ରତିନିଧି ରବିନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଧ୍ୟାପକ ସଲିଳ ରାଜନନ୍ଦନ ମାହାନ୍ତି ଅତିଥି ପରିଚୟ କରୁଥିବା ବେଳେ ଏନ୍ ଏ ସି କାର୍ଯନିର୍ବାହି ଅଧିକାରୀ ରବିନ୍ଦ୍ର କୁମାର ପ୍ରଧାନ ସଭାକୁ ସଞ୍ଚାଳନ କରିଥିଲେ। ଚଣ୍ଡିଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ୱାୟତ୍ତ ଶାସନ ଦିବସକୁ ପ୍ରାକ୍ତନ ସାଂସଦ ମୋହନ ଜେନା ପାଣ୍ଠିରୁ ହୋଇଥିବା ମଧୁମାଳତୀ ପେକ୍ଷାଳରେ ହୋଇଥିଲା।
#NACCelebration
#NACFoundationDay
#NACChandikhol
#NACAnualDay
#ChandikholUpdate
#OdishaNews
#MlaBarchana
#AmarNayak
#MpJajpur
#RabiNarayanBehara
#ASMITAKHABAR
Jajapur, Jajpur | Aug 31, 2026