#ରାଜ୍ୟ_ମହିଳା_କମିଶନର_ସଦସ୍ୟା_କଳ୍ପନା_ମଲ୍ଲିକଙ୍କୁ_ଚଣ୍ଡିଖୋଲ ଠାରେ ଯାଜପୁର ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ପ୍ରୀତମ୍ କୁମାର ନାୟକଙ୍କ ଭବ୍ୟ ସମ୍ବର୍ଦ୍ଧନା। ଉପସ୍ଥିତ ଥିଲେ ବଳରାମ ନାୟକ, ପ୍ରସନ ସେନାପତି, ଜୀବନଜ୍ୟୋତି ଜେନା, ହିମାଂଶୁ ଜେନା, ବାସୁଦେବ ସ୍ୱାଇଁ, ପ୍ରଭୁଦତ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
#PritamKumarNayak
#Kalpanamalik
#OSCE
#OSCEWMember
#OdisaBjp
#WomeasBjp
#JajpurPolitics
#ASMITAKHABAR