ବାରିପଦା ସଦର: ବାରିପଦା ଅମ୍ବିକା ମନ୍ଦିରରେ ଅନୁଷ୍ଠିତ ହେଲା ନବକୁମାରୀ ପୂଜା
ନବରାତ୍ରୀ ଅବସରରେ ବାରିପଦା ଅମ୍ବିକା ମନ୍ଦିରରେ ନଅ ଜଣ କୁମାରୀ କନ୍ୟାଙ୍କୁ ମା ଦୁର୍ଗାଙ୍କ ରୂପରେ ପୂଜା କରାଯାଇଛି। ପରମ୍ପରା ଅନୁଯାୟୀ ନଅ ବର୍ଷରୁ କମ୍ ବୟସର କୁମାରୀଙ୍କୁ ପୂଜାର୍ଚ୍ଚନା କରାଯାଇ ଭୋଗ ଓ ଦକ୍ଷିଣା ପ୍ରଦାନ କରାଯାଇଥିଲା।