Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews
Aap

ସମ୍ବଲପୁର ମ୍ୟୁନିସିପାଲଟି: ତୁରେଇ ସମେତ ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଆରମ୍ଭ

Sambalpur M, Sambalpur | Nov 29, 2025
ବାମରା ବ୍ଲକ କେଶାଇବାହାଲ ଲେମ୍ପ ଅନ୍ତର୍ଗତ ତୁରେଇ, ଜରାବଗା ଓ ନୁଆଡିହି ଠାରେ ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇ ଯାଇଛି। ଶନିବାର ଦିନ ତୂରେଇ ଠାରେ ଉଦଘାଟିତ ହୋଇଥିବା ଧାନ ମଣ୍ଡିରେ ବରିଷ୍ଠ ଚାଷୀ ସୁବୋଧ ପଟେଲ ଉପସ୍ଥିତ ରହି ମଣ୍ଡି ଉଦଘାଟନ କରିଥିବା ବେଳେ ନୋଡାଲ ଅଧିକାରୀ ଶାନ୍ତିଲତା ସେଠ ଓ ଚାଷୀ ସଞ୍ଜୟ ଧୁରୁଆ ଉପସ୍ଥିତ ରହିଥିଲେ। ସେହି ଭଳି ଜରାବଗା ଓ ନୂଆଡିହି ଠାରେ ମଧ୍ୟ ଧାନ କ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି।

MORE NEWS