ବାଲିକୁଦା: ବାଲିକୁଦାରେ ଅନୁଷ୍ଠିତ ହେଲା ବୋରିକିନା ମଣ୍ଡଳ ବିଜେପି କାର୍ଯ୍ୟକାରିଣୀ ବୈଠକ
ବାଲିକୁଦା ବ୍ଲକ ଆମ୍ବଶାଳ କଲ୍ୟାଣୀ ମଣ୍ଡପ ଠାରେ ବୋରିକିନା ମଣ୍ଡଳ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସଂଗଠନକୁ ସୁଦୃଢ଼ କରିବା ସହ ଜନସେବା ଓ ରାଜ୍ୟର ବିକାଶ ନେଇ ଆଲୋଚନା କରାଯାଇଛି। ବୈଠକରେ ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।