ଜୟପୁର: ସହରରେ ଦେଖାଯାଇଥିବା ଜନ୍ତୁ, ବାଘ ନୁହଁ ବଣ ବିଲେଇ ହୋଇଥିବ ବୋଲି ଭାବୁଛନ୍ତି ବନ ବିଭାଗ କର୍ମଚାରୀ ! କିଛି ସ୍ପଷ୍ଟ ହୋଇ ପାରିନାହିଁ। କିନ୍ତୁ ସ୍ଥାନୀୟ ଲୋକଙ୍କ ଭୟଭୀତ ଅଛନ୍ତି। ପ୍ରକାଶ ନଗର ନିକଟରେ ଏକ ସିସି ଟିଭି ଭିଡିଓ ଦେଖି ସେଠାରେ ବାଘ ବୁଲୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ଏସମ୍ପର୍କରେ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିନି।