Public App Logo
Jansamasya
News
Bjp
National
Police
Bihar
India
चोरी
बीजेपी
Uttar_pradesh
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Madhya_pradesh
Pmmodi
Telangana
Rahulgandhi
Chhattisgarh
Uttarpradesh
Haryana
Cricket
Sdm
Uttarakhand
Sambalpur

ଘସିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ କରଞ୍ଜିଆପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କରୁଣାକର ଚକ୍ରଙ୍କୁ ବିଦ୍ଯାଳୟ ତଥା ଗ୍ରାମବାସୀଙ୍କ ପକ୍ଷରୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି,୫ ବର୍ଷ ଧରି ନିରବଛିନ୍ନ ସେବା ଯୋଗାଇଥିଲେ ଝୁରିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ। #Department_of_School_and_Mass_Education #CMOOdisha #radhikadeipur #khalapal #karanjiapal #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 28, 2026

MORE NEWS

#କେନ୍ଦୁଝର_ଜିଲ୍ଲା_ଘସିପୁରା_ବ୍ଲକ ଅଧିନ #ଗୋହିରା #ସରକାରୀ_କୃଷି_ଫାର୍ମ ପରିସରରେ #ଅଣଆବାସିକ_ମତ୍ସ୍ଯଚାଷୀ_କର୍ମଶାଳା  ଉଦଯାପିତ ହୋଇଛି।
#CMOOdisha #ghasipurablock  #ghasipura #anandapur #kendujhar #Odisha #kendujharhalchal

#କେନ୍ଦୁଝର_ଜିଲ୍ଲା_ଘସିପୁରା_ବ୍ଲକ ଅଧିନ #ଗୋହିରା #ସରକାରୀ_କୃଷି_ଫାର୍ମ ପରିସରରେ #ଅଣଆବାସିକ_ମତ୍ସ୍ଯଚାଷୀ_କର୍ମଶାଳା ଉଦଯାପିତ ହୋଇଛି। #CMOOdisha #ghasipurablock #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jul 2, 2026

ଲଘୁଚାପ ଜନିତ ବର୍ଷା ପରେ ଆରମ୍ଭ ହୋଇଛି ଚାଷ କାମକୁ ଯାହାକୁ ନେଇ ଚାଷୀ ମନରେ ଖେଳି ଯାଇଛି ଖୁସି, ଲଘୁଚାପ ଜନିତ ବର୍ଷା ପରେ #ଘସିପୁରା_ବ୍ଲକ_କେଶଦୁରାପାଳ ଅଞ୍ଚଳରେ ଜୋରଦାର ଚାଲିଛି
ଚାଷ କାମ।
#KrushiOdisha #cmoodisha #keshadurapal #ghasipura #anandapur #kendujhar #Odisha #kendujharhalchal

ଲଘୁଚାପ ଜନିତ ବର୍ଷା ପରେ ଆରମ୍ଭ ହୋଇଛି ଚାଷ କାମକୁ ଯାହାକୁ ନେଇ ଚାଷୀ ମନରେ ଖେଳି ଯାଇଛି ଖୁସି, ଲଘୁଚାପ ଜନିତ ବର୍ଷା ପରେ #ଘସିପୁରା_ବ୍ଲକ_କେଶଦୁରାପାଳ ଅଞ୍ଚଳରେ ଜୋରଦାର ଚାଲିଛି ଚାଷ କାମ। #KrushiOdisha #cmoodisha #keshadurapal #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jul 1, 2026

ଘସିପୁରା ବ୍ଲକ ଗୋହିରା ଠାରେ ଆତ୍ମା ପକ୍ଷରୁ ଅଣ ଆବାସିକ କୃଷକ ତାଲିମ ଶିବିର ଅନୁଷ୍ଠିତ,ମତ୍ସ୍ୟ ଚାଷ ପ୍ରଣାଳୀ ଓ ଉନ୍ନତ ମାନର ମତ୍ସ୍ୟ ଉତ୍ପାଦନ ନିମନ୍ତେ ପ୍ରଶିକ୍ଷଣ।
#DepartmentofAgriculturerfoIVMimaropaResearchDivision &_Far¢mers'_Empowerment #Fisheries & Animal Resources Development (FARD) Department #ghasipura #anandapur #kendujhar #odisha #kendujharhalchal

ଘସିପୁରା ବ୍ଲକ ଗୋହିରା ଠାରେ ଆତ୍ମା ପକ୍ଷରୁ ଅଣ ଆବାସିକ କୃଷକ ତାଲିମ ଶିବିର ଅନୁଷ୍ଠିତ,ମତ୍ସ୍ୟ ଚାଷ ପ୍ରଣାଳୀ ଓ ଉନ୍ନତ ମାନର ମତ୍ସ୍ୟ ଉତ୍ପାଦନ ନିମନ୍ତେ ପ୍ରଶିକ୍ଷଣ। #DepartmentofAgriculturerfoIVMimaropaResearchDivision &_Far¢mers'_Empowerment #Fisheries & Animal Resources Development (FARD) Department #ghasipura #anandapur #kendujhar #odisha #kendujharhalchal

Anandapur, Kendujhar | Jul 1, 2026