Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
No video available

ପାଟକୁରା: ପାଟକୁରା କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସରେ ମିଶିଲେ ଅନ୍ୟ ଦଳର କର୍ମୀ

Patkura, Kendrapara | Apr 23, 2024
ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଷ ବ୍ଲକର ରତାଡ଼ିଆ ଖଣ୍ଡ ସାହି ପଞ୍ଚାୟତର ଦେବେନ୍ଦ୍ର ଆଚାର୍ଯ୍ୟ ଆଜି ପାଟକୁରା କଂଗ୍ରେସ କାର୍ଯ୍ୟାଳୟରେ ପାଟକୁରାର ବିଧାୟକ ପାର୍ଥି ଡ଼ ରତିକାନ୍ତ କାନୁନଗୋ ଙ୍କ ଉପରେ ଆସ୍ଥା ପ୍ରକଟ କରି ଅନ୍ୟ ଦଳ ଛାଡି କଂଗ୍ରେସ ଦଳରେ ଯୋଗ ଦେଲେ । ଏବଂ ଲୋକଙ୍କ ସମସ୍ୟା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଥିବା ସୂଚନା।

MORE NEWS