Public App Logo
ସ୍ୱାମୀ , ସ୍ତ୍ରୀ ପୋଟଳ ତୋଳୁ ଥିଲେ। ହଠାତ୍ ଆସି ଗଲା ବନ୍ୟାଜଳ। ପ୍ରାଣ ବିକଳରେ ଦମ୍ପତି ଚଢ଼ି ଗଲା ଗଚ୍ଛ ଉପରକୁ। ୩ ଘଣ୍ଟା ପରେ ଉଧର୍ବକେ ଅଗ୍ନିଶମ ବାହିନୀ। #banai #odisha - Raurkela M News