#ବ୍ରାଉନ_ସୁଗର_ସହ_ଯୁବକକୁ_ଧରିଲେ_ଗ୍ରାମବାସୀ ।
ବାଲିଆପାଳ ଅଞ୍ଚଳରେ ଏବଂ ବଢ଼ିଚାଲିଛି ବ୍ରାଉନ ସୁଗର ରାକେଟ ।
ଛକ ବଜାର ପାନ ଦୋକାନ ଚା ଦୋକାନ ରେ ବଢ଼ି ଚାଲିଛି ବେପାର
ଦୀର୍ଘ ଦିନ ଧରି ବେତଗଡିଆ ପଞ୍ଚାୟତରେ ଥିବା ନାରାୟଣପୁର ଅଞ୍ଚଳରେ ଦିନକୁ ଏହି ଧଳା ଜହରର ସାମ୍ରାଜ୍ୟ ବିସ୍ତାର ହୋଉଥିବାରୁ ଚିନ୍ତାରେ ଗ୍ରାମବାସୀ । ଆଜି ସକାଳେ ଜଣେ ସ୍ଥାନୀୟ ଯୁବକ ଜଣେ ଧଳା ଜହର ନେଇ ଯାଉଥିବାର ସନ୍ଦେହ କରି ଯୁବକ ଧରିଥିଲେ । ଯୁବକ ନିକଟରୁ ୮ ଟି ବ୍ରାଉନ ସୁଗର ପୁଳିଆ ବାହାରିବାରୁ ଗ୍ରାମବାସୀ ତାକୁ କାବୁ କରିବା ସହିତ ବାଲିଆପାଳ ପୋଲିସରେ ଜିମା ଦେଇଥିଲେ ।
#balasore #brownsugar #Baliapal #Narayanpur #bharat_news_odia
Singla, Balasore | Sep 12, 2026