Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
No video available

ପାଟକୁରା: ରେଣୁକା ମଣ୍ଡପରେ ବିଜେଡିର ସାଙ୍ଗଠନିକ ବୈଠକ ସହ ଲୋକମାନଙ୍କର ସମସ୍ୟା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା

Patkura, Kendrapara | Apr 12, 2024
ପାଟକୁରା ନିର୍ବାଚନ ମଣ୍ଡଳୀର ରେଣୁକା ମଣ୍ଡପରେ ଆଜି ଅପରାହ୍ନ ୪ଘଟିକା ସମୟରେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହେବା ସହ ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଥିବା ସୂଚନା। ଏବଂ ସେହି ସମସ୍ୟା ଗୁଡ଼ିକ କିଭଳି ସମାଧାନ ହୋଇପାରିବ ସେ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଥିବା ସୂଚନା।

MORE NEWS