ମାଲକାନଗିରି: ଜିଲ୍ଲା ଏନପିଏସ ଶିକ୍ଷକ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହ ପ୍ରତିକ୍ରିୟା ରଖିଲେ ସଙ୍ଘର ସଦସ୍ୟ
ମାଲକାନଗିରି ଜିଲ୍ଲା ଏନପିଏସ ଶିକ୍ଷକ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଙ୍ଘର ଶତାଧିକ ସଦସ୍ୟ ସଦସ୍ୟl ମାନେ ଉପସ୍ଥିତ ହୋଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ସଙ୍ଘର ଜଣେ ସଦସ୍ୟ ତଥା ଶିକ୍ଷକ ସଂଜୀବ କୁମାର ବୈଦ୍ୟ ପ୍ରତିକ୍ରିୟା ରଖିଛନ୍ତି ।