Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh

ଆସିକା: ମାମୁଁଡିହ ହରିଜନ ସାହିରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମାରାପିଟ,ଆହାତ ମହିଳା ଙ୍କୁ ଉଧାରକରି ଆସିକା ମେଡିକାଲ କୁ ଆଣିଲା ପୋଲିସ

Asika, Ganjam | Dec 3, 2025
ଗଞ୍ଜାମ ଜିଲ୍ଲା ଆସିକା ଥାନା ମାମୁଁଡିହ ଗ୍ରାମ ହରିଜନ ସାହି ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l କୌଣସି କାରଣକୁ କେନ୍ଦ୍ରକରି ଗୋଟିଏ ପରିବାର ର ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ସୃଷ୍ଟି ହେବା ସହ ଆକ୍ରମଣ ହୋଇଛି l ଘଟଣାରେ ପତ୍ନୀ ଆହାତ ହୋଇଥିବା ବେଳେ ଖବରପାଇ ଆସିକା ପୋଲିସ ଗ୍ରାମରେ ପହଞ୍ଚି ମହିଳା କୁ ଉଧାରକରି ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା କରାଇଛି l ତେବେ ଆକ୍ରମଣ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି l