କଲମପୁର: ଭବାନୀପାଟଣା ଛତ୍ରଯାତ୍ରା: ଧାର୍ଯ୍ୟ ସମୟ ପୂର୍ବରୁ ମନ୍ଦିର ପ୍ରବେଶ, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ
Kalampur, Kalahandi | Oct 19, 2026
ଭବାନୀପାଟଣା ମାଁ ମାଣିକେଶ୍ୱରୀ ଛତ୍ରଯାତ୍ରାରେ ବିଳମ୍ବିତ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ। ପ୍ରଶାସନିକ ତତ୍ପରତା ଯୋଗୁଁ ସକାଳ ୭.୪୫ରେ ହିଁ ମାଁଙ୍କ ଛତର ମନ୍ଦିର ପ୍ରବେଶ କରିଥିବାରୁ ଅନେକ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।