କଳାହାଣ୍ଡି: ଜୁନାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଲ ତଳକୁ ଖସିଲା ବାଇକ୍, କକା-ପୁତୁରା ମୃତ
Kalahandi, Kalahandi | Oct 20, 2026
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚକୁଳି ନିକଟରେ ପୋଲ ତଳକୁ ବାଇକ୍ ଖସିବାରୁ ଦୁଇ କକା-ପୁତୁରାଙ୍କ ମୃତ୍ୟୁ ହୋଇଛି। ଯାତ୍ରା ଦେଖି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏହି ଅଘଟଣ ଘଟିଛି। ମୃତକ ହେଲେ ପଳାସ ଗ୍ରାମର ନରେଶ ନାଏକ ଓ ପ୍ରଦୀପ ନାଏକ।