Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka
image
image

#ମୋବାଇଲ୍_ଫେରାଇବା_ପାଇଁ_ଲାଞ୍ଚ_ନେଉଥିବା_ବେଳେ_କାବୁ_କଲା_ଭିଜିଲାନ୍ସ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ପୋଲିସ ଏଏସଆଇ ଶ୍ରୀ ରାଜେଶ କୁଲୁ ଏବଂ ହୋମଗାର୍ଡ ଚାଳକ ଶ୍ରୀ ଜ୍ୟୋତି ରଞ୍ଜନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ୨ଟି ମୋବାଇଲ୍ ଫୋନ୍ ଫେରାଇବା ଏବଂ ଏକ ମାମଲାରେ ସାହାଯ୍ୟ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରି ନେଉଥିବା ବେଳେ ସେମାନଙ୍କୁ କାବୁ କରାଯାଇଛି | #pabitranewsodisha #latastnews #OdishaNews #BreakingNews #vililance

MORE NEWS

#ଅଟୋକୁ_ପିଟିଲା_ଟ୍ରକ୍
#ଚାଳକ_ଆହତ
କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ପର୍ସଳା ଛକ ନିକଟରେ ଏକ ତିନି ଚକିଆ ଅଟୋ ପଛରେ ପିଟିଲା ଟ୍ରକ, ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି  |
#latastnewsupdate #pabitranewsodisha #RoadAccident #BreakingNews #pabitranewsodisha

#ଅଟୋକୁ_ପିଟିଲା_ଟ୍ରକ୍ #ଚାଳକ_ଆହତ କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ପର୍ସଳା ଛକ ନିକଟରେ ଏକ ତିନି ଚକିଆ ଅଟୋ ପଛରେ ପିଟିଲା ଟ୍ରକ, ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି | #latastnewsupdate #pabitranewsodisha #RoadAccident #BreakingNews #pabitranewsodisha

Kendujhar Town, Kendujhar | Jun 24, 2026

#ଶୋଇବା_ଘରୁ_ବାହାରିଲେ_ଏକାସାଙ୍ଗେ_୨୩_ନାଗଛୁଆ।
ଘରର ମାଟି ଚଟାଣ ଖୋଳାଯିବା ପରେ ଯାହା ଦେଖାଗଲା, ସେଥିରେ ପରିବାର ଲୋକଙ୍କ ହୋସ୍ ଉଡ଼ିଗଲା। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚନ୍ଦୁକୁଡା ଗ୍ରାମର ଗୌରାଙ୍ଗ ଜେନାଙ୍କ ଶୋଇବା ଘରେ ମିଳିଛି ୨୩ ସାପ ଛୁଆ।  ଘଟଣା ସ୍ଥଳ ରେ ସାପ ଉଦ୍ଧାର ଟିମ୍ ପହଞ୍ଚି ସମସ୍ତ ସାପ ଙ୍କୁ ଉଦ୍ଧାର କରିଛନ୍ତି | 
#latastnewsupdate #pabitranewsodisha #BreakingNews #latastnews 
#SnakeRescue #BabyCobra #Jajpur #Odisha

#ଶୋଇବା_ଘରୁ_ବାହାରିଲେ_ଏକାସାଙ୍ଗେ_୨୩_ନାଗଛୁଆ। ଘରର ମାଟି ଚଟାଣ ଖୋଳାଯିବା ପରେ ଯାହା ଦେଖାଗଲା, ସେଥିରେ ପରିବାର ଲୋକଙ୍କ ହୋସ୍ ଉଡ଼ିଗଲା। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚନ୍ଦୁକୁଡା ଗ୍ରାମର ଗୌରାଙ୍ଗ ଜେନାଙ୍କ ଶୋଇବା ଘରେ ମିଳିଛି ୨୩ ସାପ ଛୁଆ। ଘଟଣା ସ୍ଥଳ ରେ ସାପ ଉଦ୍ଧାର ଟିମ୍ ପହଞ୍ଚି ସମସ୍ତ ସାପ ଙ୍କୁ ଉଦ୍ଧାର କରିଛନ୍ତି | #latastnewsupdate #pabitranewsodisha #BreakingNews #latastnews #SnakeRescue #BabyCobra #Jajpur #Odisha

Kendujhar Town, Kendujhar | Jun 24, 2026

#ତାମିଲନାଡୁରୁ_ଆସିଲା_୫_ଓଡ଼ିଆ_ଶ୍ରମିକଙ୍କ_ମୃତଦେହ
#ଶ୍ରଦ୍ଧାଞ୍ଜଳି_ଜଣାଇଲେ_ମୁଖ୍ୟମନ୍ତ୍ରୀ 
ଭୁବନେଶ୍ୱର ପହଞ୍ଚିଲା କେନ୍ଦୁଝରିଆ ଝିଅଙ୍କ ପାର୍ଥିବ ଶରୀର, ଏଭଳି ଏକ ଦୁଃଖଦ ପରିସ୍ଥିତିରେ ନିଜେ ମୁଖ୍ୟମନ୍ତ୍ରୀ ଏୟାରପୋର୍ଟ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ | 
#latastnewsupdate #pabitranewsodisha #pabitranews

#ତାମିଲନାଡୁରୁ_ଆସିଲା_୫_ଓଡ଼ିଆ_ଶ୍ରମିକଙ୍କ_ମୃତଦେହ #ଶ୍ରଦ୍ଧାଞ୍ଜଳି_ଜଣାଇଲେ_ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପହଞ୍ଚିଲା କେନ୍ଦୁଝରିଆ ଝିଅଙ୍କ ପାର୍ଥିବ ଶରୀର, ଏଭଳି ଏକ ଦୁଃଖଦ ପରିସ୍ଥିତିରେ ନିଜେ ମୁଖ୍ୟମନ୍ତ୍ରୀ ଏୟାରପୋର୍ଟ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ | #latastnewsupdate #pabitranewsodisha #pabitranews

Kendujhar Town, Kendujhar | Jun 24, 2026

#ଚର୍ଚ୍ଚାରେ_ନକଲି_ସାର୍ଟିଫିକେଟ_ଦେଇ_ଶିକ୍ଷା_ଅଧିକାରୀ_ହେବା_ଘଟଣା।
ନକଲି ଜାତି ପ୍ରମାଣପତ୍ର ଦେଇ ବର୍ଷବର୍ଷ ଧରି ଶିକ୍ଷକ ଚାକିରି କରିବା ପରେ ଏବେ ବ୍ଲକ ଶିକ୍ଷାଧିକାରୀ। ଆନନ୍ଦପୁର ବ୍ଲକ୍ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନାମରେ ଆସିଛି ଏପରି ସଂଗୀନ ଅଭିଯୋଗ। 
#latastnewsupdate #pabitranewsodisha #pabitranews #Keonjhar #BreakingNews

#ଚର୍ଚ୍ଚାରେ_ନକଲି_ସାର୍ଟିଫିକେଟ_ଦେଇ_ଶିକ୍ଷା_ଅଧିକାରୀ_ହେବା_ଘଟଣା। ନକଲି ଜାତି ପ୍ରମାଣପତ୍ର ଦେଇ ବର୍ଷବର୍ଷ ଧରି ଶିକ୍ଷକ ଚାକିରି କରିବା ପରେ ଏବେ ବ୍ଲକ ଶିକ୍ଷାଧିକାରୀ। ଆନନ୍ଦପୁର ବ୍ଲକ୍ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନାମରେ ଆସିଛି ଏପରି ସଂଗୀନ ଅଭିଯୋଗ। #latastnewsupdate #pabitranewsodisha #pabitranews #Keonjhar #BreakingNews

Kendujhar Town, Kendujhar | Jun 24, 2026

#୩_ବର୍ଷ_ପରେ_ଖୋଲିଲା_ଯାତ୍ରୀ_ବିଶ୍ରାମ_ଗାର 
କେନ୍ଦୁଝର ଜିଲ୍ଲାର ସୀମାନ୍ତ ଓରାଳି ଓ ଭଦ୍ରକ ଜିଲ୍ଲାର ଆପଣ୍ଡା ଗ୍ରାମ ମଧ୍ୟରେ ଲାଗି ରହିଥିବା  ସୀମା ବିବାଦ ୩ ବର୍ଷ ପରେ  ସମାଧାନ ହୋଇଛି। ଭଦ୍ରକ ଜିଲ୍ଲାପାଳ ଡ.ଦିଲ୍ଲୀପ ରାଉତରାଏଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଉଭୟ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଓ ଉଭୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଗତ ମେ ମାସ ୩୦ ତାରିଖ ଦିନ ଶାନ୍ତିପୂର୍ଣ୍ଣ ବୈଠକ ପରେ ଆଜି ବିବାଦୀୟ ହୋଇ ପଡ଼ିଥିବା ଯାତ୍ରୀ ବିଶ୍ରାମ ଗାରକୁ ଖୋଲା ଯାଇଛି।
#latastnewsupdate  #pabitranewsodisha #pabitranews  #pabitranews #anandpur #keonjhar

#୩_ବର୍ଷ_ପରେ_ଖୋଲିଲା_ଯାତ୍ରୀ_ବିଶ୍ରାମ_ଗାର କେନ୍ଦୁଝର ଜିଲ୍ଲାର ସୀମାନ୍ତ ଓରାଳି ଓ ଭଦ୍ରକ ଜିଲ୍ଲାର ଆପଣ୍ଡା ଗ୍ରାମ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ୩ ବର୍ଷ ପରେ ସମାଧାନ ହୋଇଛି। ଭଦ୍ରକ ଜିଲ୍ଲାପାଳ ଡ.ଦିଲ୍ଲୀପ ରାଉତରାଏଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଉଭୟ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଓ ଉଭୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଗତ ମେ ମାସ ୩୦ ତାରିଖ ଦିନ ଶାନ୍ତିପୂର୍ଣ୍ଣ ବୈଠକ ପରେ ଆଜି ବିବାଦୀୟ ହୋଇ ପଡ଼ିଥିବା ଯାତ୍ରୀ ବିଶ୍ରାମ ଗାରକୁ ଖୋଲା ଯାଇଛି। #latastnewsupdate #pabitranewsodisha #pabitranews #pabitranews #anandpur #keonjhar

Kendujhar Town, Kendujhar | Jun 24, 2026