Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ଟିଟିଲାଗଡ: ହ୍ୟୁମାନ ସାଗରଙ୍କ ସ୍ମୃତିରେ ଆଧ୍ୟାତ୍ମିକ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ

Titlagarh, Balangir | Nov 30, 2025
ଟିଟିଲାଗଡ ସିଏନଆଇ ଚର୍ଚ୍ଚ ତରଫରୁ ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ସ୍ମୃତି ଚାରଣ ତଥା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଏସସିଡି ସେଣ୍ଟର ହଲ ଠାରେ ଏକ ଆଧ୍ୟାତ୍ମିକ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପାଷ୍ଟର ଓ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିବାକୁ ଆସିଥିବା କଣ୍ଠ ଶିଳ୍ପୀ ମାନଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରାଯାଇଥିଲା। ତାପରେ ଚର୍ଚ୍ଚର ପାଷ୍ଟର ଶ୍ରୀ ଜ୍ୟୋତି ରଞ୍ଜନ ପାଇକ ମଞ୍ଚ ଉପରକୁ ଯାଇ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ଆତ୍ମାର ଶାନ୍

MORE NEWS