Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଦେଖନ୍ତୁ ଭିଡିଓ କେମିତି ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

MORE NEWS

#ନିମାପଡ଼ାରେ_୨୪_ଘଣ୍ଟା_ନପୂରୁଣୁ_ଭୁଶୁଡ଼ିଲା_ବ୍ରିଜ୍‌
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନମଣ୍ଡଳୀ ନିମାପଡ଼ାର ଧନୁଆ ଛକ ନିକଟରେ ଶାଖା କେନାଲ ଉପରେ ନିର୍ମାଣାଧୀନ ବ୍ରିଜ୍‌ର ଛାତ ପଡ଼ିବାର ୨୪ ଘଣ୍ଟା ନପୂରୁଣୁ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ। ବଳଙ୍ଗା-ନିମାପଡ଼ା ମୁଖ୍ୟ ରାସ୍ତାର ଧନୁଆ ଛକରେ ଘଟିଛି ଏହି ଘଟଣା । ବ୍ରିଜ୍‌ ଭୁଶୁଡ଼ି ପଡ଼ିବା ପରେ କେନାଲ ଭିତରକୁ ଲୁହା, ରଡ୍‌ ଓ କଂକ୍ରିଟ୍‌ ଖସିପଡ଼ିଛି। ନିମ୍ନମାନର କାମ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ନିମାପଡ଼ା PWD ବିଭାଗର କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହି ବ୍ରିଜ୍‌ ଉପରେ ନିମାପଡ଼ା-ବଳଙ୍ଗା ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକେ ନିର୍ଭରଶୀଳ। ତେବେ ଏଭଳି ନିର୍ମାଣକାର୍ଯ୍ୟ ଅନ୍ୟ ଅଞ୍ଚଳରେ କେତେ ସୁରକ୍ଷିତ, ତାହାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ

#ନିମାପଡ଼ାରେ_୨୪_ଘଣ୍ଟା_ନପୂରୁଣୁ_ଭୁଶୁଡ଼ିଲା_ବ୍ରିଜ୍‌ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନମଣ୍ଡଳୀ ନିମାପଡ଼ାର ଧନୁଆ ଛକ ନିକଟରେ ଶାଖା କେନାଲ ଉପରେ ନିର୍ମାଣାଧୀନ ବ୍ରିଜ୍‌ର ଛାତ ପଡ଼ିବାର ୨୪ ଘଣ୍ଟା ନପୂରୁଣୁ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ। ବଳଙ୍ଗା-ନିମାପଡ଼ା ମୁଖ୍ୟ ରାସ୍ତାର ଧନୁଆ ଛକରେ ଘଟିଛି ଏହି ଘଟଣା । ବ୍ରିଜ୍‌ ଭୁଶୁଡ଼ି ପଡ଼ିବା ପରେ କେନାଲ ଭିତରକୁ ଲୁହା, ରଡ୍‌ ଓ କଂକ୍ରିଟ୍‌ ଖସିପଡ଼ିଛି। ନିମ୍ନମାନର କାମ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ନିମାପଡ଼ା PWD ବିଭାଗର କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହି ବ୍ରିଜ୍‌ ଉପରେ ନିମାପଡ଼ା-ବଳଙ୍ଗା ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକେ ନିର୍ଭରଶୀଳ। ତେବେ ଏଭଳି ନିର୍ମାଣକାର୍ଯ୍ୟ ଅନ୍ୟ ଅଞ୍ଚଳରେ କେତେ ସୁରକ୍ଷିତ, ତାହାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ

Baudh Sadar, Boudh (Bauda) | Aug 17, 2026

କେମିତି ଉଡିଗଲା କାର ଦେଖନ୍ତୁ ଭିଡିଓ I ଏହା ସୁବର୍ଣ୍ଣପୁର ଜୟଯବାନ ନିକଟରେ ଦୁର୍ଘଟଣା ଗ୍ରସ୍ତ କାର ର CCTV ଚିତ୍ର

କେମିତି ଉଡିଗଲା କାର ଦେଖନ୍ତୁ ଭିଡିଓ I ଏହା ସୁବର୍ଣ୍ଣପୁର ଜୟଯବାନ ନିକଟରେ ଦୁର୍ଘଟଣା ଗ୍ରସ୍ତ କାର ର CCTV ଚିତ୍ର

Baudh Sadar, Boudh (Bauda) | Aug 17, 2026

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା କଣ୍ଟାମାଳ ରେ ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ଭିନ୍ନକ୍ଷମ ଭତ୍ତା, ଭିନ୍ନକ୍ଷମ  ପ୍ରମାଣପତ୍ର, ହ୍ୱିଲ ଚେୟାର ଓ ମାଗଣା ବସ୍ ପାସ ବଣ୍ଟନ l