Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
rcnodia
2
ଖେଦରପୁର ରେଳ ଫାଟକରେ ଅଘଟଣ, ଯୁବକଙ୍କ ମୃତ୍ୟୁ ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଖେଦରପୁର ରେଳ ଫାଟକରେ ଏକ ଦୁର୍ଭାଗ୍ୟଜନକ ଅଘଟଣରେ ଟ୍ରେନ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଫାଟକ କର୍ମଚାରୀ ଫାଟକ ବନ୍ଦ ନ କରିଥିବା ଅଭିଯୋଗ ହୋଇଛି। ମୃତକ ତିହିଡ଼ି ବ୍ଲକ୍ର କଣ୍ଡରଗଡ଼ିଆ ଗ୍ରାମର ବାସିନ୍ଦା ବୋଲି ସୂଚନା ମିଳିଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକମାନେ ଫାଟକ ଘରେ ନିଆଁ ଲଗାଇବା ସହ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ଅଧିକାରୀମାନେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବାରେ ଲାଗିଛନ୍ତି। #Bhadrak #Pirahat #TrainAccident #RailwayCrossing #Khedarpur #OdishaNews #BreakingNews #Tihidi #RoadBlock #CompensationDemand #RCNMedia #OdiaNews #Rcnodia
Bhadrak Rural, Bhadrak
| Jun 8, 2026
#bhadrak
#pirahat
#trainaccident
#railwaycrossing
#khedarpur
#odishanews
#breakingnews
#tihidi
#roadblock
#compensationdemand
#rcnmedia
#odianews
#rcnodia
MORE NEWS
ଭଣ୍ଡାରିପୋଖରୀ ବିଧାୟକ ତଥା ଭଦ୍ରକର ସୁପରିଚିତ ବ୍ୟବସାୟୀ ସଞ୍ଜୀବ ମଲ୍ଲିକଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ଭଦ୍ରକ ବିଧାୟକ ଥିବା ସମୟରେ ତାଙ୍କ ଦ୍ୱାରା କୋଟି କୋଟି ଟଙ୍କା ହଡପ୍ ହୋଇଥିବାର ଅଭିଯୋଗ ଆଣିଛନ୍ତି ଆଇନଜୀବୀ ଶ୍ରୀରାମ ସ୍ୱରୂପ ମହାପାତ୍ର । #SanjibMallick #Bhadrak #BhadrakNews #SriramSwarupMohapatra #Odisha #OdishaNews
Bhadrak Rural, Bhadrak | Jun 27, 2026
ଭଦ୍ରକ: ଭଦ୍ରକ ଇଚ୍ଛାପୁର ବରାଙ୍ଗ ରେଲୱେ ଫାଟକ ଗେଟ ଅଚଳ । ଅଳ୍ପକେ ବାର୍ତ୍ତିଲେ ଲୋକେ। ଗୋଟେ ପାଖ ଫାଟକ ପଡ଼ି ଆଉ ଉଠୁନାହିଁ। ଧାମରା ରେଳ ଲାଇନ ଫାଟକ ମରଣଯନ୍ତା ପାଲଟିଛି । କିଛି ଘଟଣା ଦୁର୍ଘଟଣା ଘଟିଲେ ଦାୟୀ କିଏ ରହିବ । ଧାମରା କତୃପକ୍ଷ ନା ରେଲୱେ। କିଛି ଦିନ ତଳେ ପୀରହାଟ ଠାରେ ରେଲୱେ ଫାଟକ ରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। #citykhabarbhadrak
Bhadrak Rural, Bhadrak | Jun 27, 2026
ଭଦ୍ରକ: ସୁମନ ଓ ମଧୁଲିକାଙ୍କ ଷ୍ଟେଜ ଏଣ୍ଟ୍ରି, ବିବାହ ପରେ ଉତ୍ସବ ମୁଖର ପରିବେଶ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। #citykhabarbhadrak #entertainmentnews
Bhadrak Rural, Bhadrak | Jun 27, 2026
🚨 "ସ୍ୱାମୀ ମରିଯାଉ ହେଲେ ନେବେନି କୁଆଡ଼େ!" 😳 ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଜଣେ ଡାକ୍ତର ରୋଗୀଙ୍କୁ ଆଡମିଶନ କରିନଥିବା ଏବଂ ଏଭଳି କଥା କହିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ❓ଯଦି ଏହି ଅଭିଯୋଗ ସତ ହୁଏ, ତେବେ ଏଭଳି ବ୍ୟବହାର ଗ୍ରହଣୀୟ କି? 💬 ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 📲 ପୋଷ୍ଟକୁ Share କରି ଅନ୍ୟମାନଙ୍କୁ ଜଣାନ୍ତୁ। #RCNODIA #BreakingNews #Nilagiri #OdishaNews #Hospital #Healthcare #ViralNews #ସାଧାରଣ_ଲୋକଙ୍କ_ସ୍ୱର
Bhadrak Rural, Bhadrak | Jun 27, 2026
ଭଦ୍ରକ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଭଦ୍ରକ ମେଡିକାଲ ରେ ଫଳ ବଣ୍ଟନ । ଆଜି ଭଦ୍ରକ ମା ଭାରତୀ ସେବା ଅନୁଷ୍ଠାନ ଓ ବିଜେପି ରାଜ୍ୟ OBC ମୋର୍ଚ୍ଚାର ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଶଙ୍କର ପତିଙ୍କ ଆନୁକୁଲ୍ୟରେ ଭଦ୍ରକ ହସ୍ପିଟାଲ୍ ମହିଳା ୱାର୍ଡ଼ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ କାମନା କରିଥିଲେ। #citykhabarbhadrak
Bhadrak Rural, Bhadrak | Jun 26, 2026