Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ଭଣ୍ଡାରିପୋଖରୀ ବିଧାୟକ ତଥା ଭଦ୍ରକର ସୁପରିଚିତ ବ୍ୟବସାୟୀ ସଞ୍ଜୀବ ମଲ୍ଲିକଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ଭଦ୍ରକ ବିଧାୟକ ଥିବା ସମୟରେ ତାଙ୍କ ଦ୍ୱାରା କୋଟି କୋଟି ଟଙ୍କା ହଡପ୍ ହୋଇଥିବାର ଅଭିଯୋଗ ଆଣିଛନ୍ତି ଆଇନଜୀବୀ ଶ୍ରୀରାମ ସ୍ୱରୂପ ମହାପାତ୍ର । #SanjibMallick #Bhadrak #BhadrakNews #SriramSwarupMohapatra #Odisha #OdishaNews

Bhadrak Rural, Bhadrak | Jun 27, 2026

MORE NEWS

🚨 ଦିଲ୍ଲୀରେ ଦୁର୍ଘଟଣା ପରେ ହଙ୍ଗାମା!

ସ୍କୋଡା କାର ଓ ଟ୍ୟାକ୍ସି ଧକ୍କା ପରେ ଟ୍ୟାକ୍ସି ଚାଳକଙ୍କୁ ଆକ୍ରମଣ ଅଭିଯୋଗ। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ଭାଇରାଲ ଭିଡିଓକୁ ନେଇ ଉଠିଛି ଅନେକ ପ୍ରଶ୍ନ।

❓ ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍ କି?
ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।

📲 ଅଧିକ ଖବର ପାଇଁ Follow କରନ୍ତୁ RCN ODIA – ସାଧାରଣ ଲୋକଙ୍କ ସ୍ୱର

#Delhi #RoadRage #ViralVideo #TaxiDriver #Police #BreakingNews #RCNODIA #OdiaNews #NewsUpdate

🚨 ଦିଲ୍ଲୀରେ ଦୁର୍ଘଟଣା ପରେ ହଙ୍ଗାମା! ସ୍କୋଡା କାର ଓ ଟ୍ୟାକ୍ସି ଧକ୍କା ପରେ ଟ୍ୟାକ୍ସି ଚାଳକଙ୍କୁ ଆକ୍ରମଣ ଅଭିଯୋଗ। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ଭାଇରାଲ ଭିଡିଓକୁ ନେଇ ଉଠିଛି ଅନେକ ପ୍ରଶ୍ନ। ❓ ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍ କି? ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। 📲 ଅଧିକ ଖବର ପାଇଁ Follow କରନ୍ତୁ RCN ODIA – ସାଧାରଣ ଲୋକଙ୍କ ସ୍ୱର #Delhi #RoadRage #ViralVideo #TaxiDriver #Police #BreakingNews #RCNODIA #OdiaNews #NewsUpdate

Bhadrak Rural, Bhadrak | Jun 27, 2026

ଟ୍ଵିନ ସିଟିରେ ଟ୍ରାଫିକ୍ ସମସ୍ୟାର ଖୁବ ଶୀଘ୍ର ହେବ ସମାଧାନ| RCN ODIA
 #Traffic #BhubaneswarTraffic #SmartInfrastructure #OdishaDevelopment

ଟ୍ଵିନ ସିଟିରେ ଟ୍ରାଫିକ୍ ସମସ୍ୟାର ଖୁବ ଶୀଘ୍ର ହେବ ସମାଧାନ| RCN ODIA #Traffic #BhubaneswarTraffic #SmartInfrastructure #OdishaDevelopment

Bhadrak Rural, Bhadrak | Jun 27, 2026

🚨 ଜୟପୁରରେ ହାଇ ଭୋଲଟେଜ୍ ଡ୍ରାମା! 😳

ମଦ୍ୟପାନ ପରେ କ୍ୟାବ ଡ୍ରାଇଭରଙ୍କ ସହ ଯୁବତୀଙ୍କ ହଙ୍ଗାମା! ଗାଡ଼ିର କାଚ ଭାଙ୍ଗିଲେ, ମାଡ଼ ମାରିଲେ, ଗାଳିଗୁଲଜ କଲେ। ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହୋଇ ସୋସିଆଲ ମିଡିଆରେ ଭାଇରାଲ୍। ଏବେ ପୋଲିସ ଆରମ୍ଭ କରିଛି ତଦନ୍ତ।

❓ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ କି? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ।

#Jaipur #ViralVideo #CabDriver #BreakingNews #Trending #IndiaNews #RCNODIA #OdiaNews

🚨 ଜୟପୁରରେ ହାଇ ଭୋଲଟେଜ୍ ଡ୍ରାମା! 😳 ମଦ୍ୟପାନ ପରେ କ୍ୟାବ ଡ୍ରାଇଭରଙ୍କ ସହ ଯୁବତୀଙ୍କ ହଙ୍ଗାମା! ଗାଡ଼ିର କାଚ ଭାଙ୍ଗିଲେ, ମାଡ଼ ମାରିଲେ, ଗାଳିଗୁଲଜ କଲେ। ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହୋଇ ସୋସିଆଲ ମିଡିଆରେ ଭାଇରାଲ୍। ଏବେ ପୋଲିସ ଆରମ୍ଭ କରିଛି ତଦନ୍ତ। ❓ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ କି? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। #Jaipur #ViralVideo #CabDriver #BreakingNews #Trending #IndiaNews #RCNODIA #OdiaNews

Bhadrak Rural, Bhadrak | Jun 27, 2026