Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
No video available

ମହାକାଳପଡା: ରାମନଗର ଠାରେ ମା ଦରିଆ ରାମଚଣ୍ଡୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ

ମହାକାଳପଡା ନିର୍ବାଚନ ମଣ୍ଡଳୀର ରାମନଗର ଠାରେ ଅବସ୍ଥିତ ମା ଦରିଆ ରାମଚଣ୍ଡୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ପଣା ସଂକ୍ରାନ୍ତିରେ ମା ଙ୍କର ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।ଆଜିର ଏହି ଅବସରରେ ଅପରାହ୍ନ ୩ଘଟିକା ସମୟରେ ମା ଙ୍କର ଏହି ଝାମୁଯାତ୍ରା ରେ ଯୋଗଦେଇଛନ୍ତି ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ।

MORE NEWS

ମହାକାଳପଡା: ରାମନଗର ଠାରେ ମା ଦରିଆ ରାମଚଣ୍ଡୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ - Mahakalapada News