Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur

କୋରାପୁଟ ସହର: କୋରାପୁଟ ବ୍ଳକ୍ ବଙ୍ଗଲାଗୁଡାରେ ସଂଣ୍ଡେ ସ୍କୁଲ ଦିବସ ପାଳିତ ହୋଇଯାଇଛି

Koraput Town, Koraput | Nov 2, 2025
କୋରାପୁଟ ବ୍ଳକ୍ ବଙ୍ଗଲାଗୁଡାରେ ଆଜି ସନ୍ଧ୍ୟା ୫ଘଣ୍ଟା ପର୍ଯ୍ୟନ୍ତ ସଣ୍ଡେ ସ୍କୁଲ୍ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଳକ ବ୍ରେଭ ସାନ୍ତୁନୁ କୁମାର ସୁନା ଉପସ୍ଥିତ ରହି ପରିବେଶ ସୁରକ୍ଷା ନେଇ ବିଭିନ୍ନ ପ୍ରତିଯୋଗିତାର କୃତିତ୍ବ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ସ୍ଵଚ୍ଛତା ପରିବେଶ ବାର୍ତ୍ତା ପ୍ରଦାନ କରାଯାଇଥିଲା। ସଣ୍ଡେ ସ୍କୁଲ୍ ସଭାପତି ମଣ୍ଟୁ ଭତ୍ରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

MORE NEWS

#କୋରାପୁଟରେ_କଂଗ୍ରେସର_ଶିକ୍ଷା_ସୁରକ୍ଷା_ଛାତ୍ର_କି_ଗୁଞ୍ଜ_କାର୍ଯ୍ୟକ୍ରମ_ଅନୁଷ୍ଠିତ।

#କୋରାପୁଟରେ_କଂଗ୍ରେସର_ଶିକ୍ଷା_ସୁରକ୍ଷା_ଛାତ୍ର_କି_ଗୁଞ୍ଜ_କାର୍ଯ୍ୟକ୍ରମ_ଅନୁଷ୍ଠିତ।

Koraput Town, Koraput | Jun 26, 2026

#jaypore
ଜୟପୁର-ଧର୍ମେନ୍ଦ୍ର ପ୍ରଧାନଙ୍କର ଜନ୍ମ ଦିନ ପାଳନ କଲେ ବିଜେପି କର୍ମୀ
 ଆଜି ଓଡିଶା ମାଟିର କର୍ମ ବୀର ଉଜ୍ୱଲା ମେନ୍   କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କର  ଜନ୍ମ ଦିନ।ତାଙ୍କର ଜନ୍ମ ଦିନରେ  ଜୟପୁର ବିଜେପି ପକ୍ଷରୁ ନିଆରା ଢଙ୍ଗରେ ରେ ପାଳନ ହୋଇଛି। ଜୟପୁର ସମ୍ବାର ତୋଟା ର ଏକ ବସ୍ତି ରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ କରିଛି ଦଳ।ବିଜେପି ନେତା ଗୌତମ ସାମନ୍ତ ରାୟ ଙ୍କ ନେତୃତ୍ୱ ରେ ବିଜେପି କର୍ମୀ ମାନେ ପ୍ରଥମେ କେକ କଟିଥିଲେ।ପରେ ସମସ୍ତ ଙ୍କୁ ମିଠା ବଣ୍ଟନ କରିଥିଲେ  ଏହି ବସ୍ତି ରେ ଥିବା ଅନେକ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ  ଖାତା, ପେନ,ପେନ ରବର, ଭଳି ଉପକରଣ ବଣ୍ଟନ କରିଥିଲେ।

#jaypore ଜୟପୁର-ଧର୍ମେନ୍ଦ୍ର ପ୍ରଧାନଙ୍କର ଜନ୍ମ ଦିନ ପାଳନ କଲେ ବିଜେପି କର୍ମୀ ଆଜି ଓଡିଶା ମାଟିର କର୍ମ ବୀର ଉଜ୍ୱଲା ମେନ୍ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କର ଜନ୍ମ ଦିନ।ତାଙ୍କର ଜନ୍ମ ଦିନରେ ଜୟପୁର ବିଜେପି ପକ୍ଷରୁ ନିଆରା ଢଙ୍ଗରେ ରେ ପାଳନ ହୋଇଛି। ଜୟପୁର ସମ୍ବାର ତୋଟା ର ଏକ ବସ୍ତି ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ କରିଛି ଦଳ।ବିଜେପି ନେତା ଗୌତମ ସାମନ୍ତ ରାୟ ଙ୍କ ନେତୃତ୍ୱ ରେ ବିଜେପି କର୍ମୀ ମାନେ ପ୍ରଥମେ କେକ କଟିଥିଲେ।ପରେ ସମସ୍ତ ଙ୍କୁ ମିଠା ବଣ୍ଟନ କରିଥିଲେ ଏହି ବସ୍ତି ରେ ଥିବା ଅନେକ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଖାତା, ପେନ,ପେନ ରବର, ଭଳି ଉପକରଣ ବଣ୍ଟନ କରିଥିଲେ।

Koraput Town, Koraput | Jun 26, 2026

କୋରାପୁଟ ସହର: କୋରାପୁଟ ବ୍ଳକ୍ ବଙ୍ଗଲାଗୁଡାରେ ସଂଣ୍ଡେ ସ୍କୁଲ ଦିବସ ପାଳିତ ହୋଇଯାଇଛି - Koraput Town News