#jaypore
ଜୟପୁର-ଧର୍ମେନ୍ଦ୍ର ପ୍ରଧାନଙ୍କର ଜନ୍ମ ଦିନ ପାଳନ କଲେ ବିଜେପି କର୍ମୀ
ଆଜି ଓଡିଶା ମାଟିର କର୍ମ ବୀର ଉଜ୍ୱଲା ମେନ୍ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କର ଜନ୍ମ ଦିନ।ତାଙ୍କର ଜନ୍ମ ଦିନରେ ଜୟପୁର ବିଜେପି ପକ୍ଷରୁ ନିଆରା ଢଙ୍ଗରେ ରେ ପାଳନ ହୋଇଛି। ଜୟପୁର ସମ୍ବାର ତୋଟା ର ଏକ ବସ୍ତି ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ କରିଛି ଦଳ।ବିଜେପି ନେତା ଗୌତମ ସାମନ୍ତ ରାୟ ଙ୍କ ନେତୃତ୍ୱ ରେ ବିଜେପି କର୍ମୀ ମାନେ ପ୍ରଥମେ କେକ କଟିଥିଲେ।ପରେ ସମସ୍ତ ଙ୍କୁ ମିଠା ବଣ୍ଟନ କରିଥିଲେ ଏହି ବସ୍ତି ରେ ଥିବା ଅନେକ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଖାତା, ପେନ,ପେନ ରବର, ଭଳି ଉପକରଣ ବଣ୍ଟନ କରିଥିଲେ।