ଡିସେମ୍ବର ୪ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ ହୋମିଓପାଥି କଲେଜର ଛାତ୍ରଛାତ୍ରୀ ଗଣ ସମାଧାନ ନ ହେବା ପର୍ଯ୍ୟନ୍ତ ଅହିଂସା ଭାବେ ଧାରଣା ପ୍ରଦର୍ଶନ କରୁଛନ୍ତି, ଛାତ୍ର ଛାତ୍ରୀମାନେ ୨୯ଦିନ ହେଲା କଳା ବ୍ୟାଚ ପିନ୍ଧି ପ୍ରତିବାଦ କରୁଛନ୍ତି, kalejre ୧୧ଦିନ ହେଲା ତାଲା ଝୁଲୁଛି, ପ୍ରାୟ ୧୦/୧୨ ଡିଗ୍ରୀ ଥଣ୍ଡାରେ ଖୋଲା ପରିବେଶରେ ପାଞ୍ଚ ଦିନ ହେଲା ଦିନ ରାତି ଧାରଣାରେ ବସିଛନ୍ତି,ବିଲେଇ ଆଖି ବନ୍ଦ କରି କ୍ଷୀର ପିଇବା ଭଳି ସ୍ୱାସ୍ଥ୍ୟ ମନ୍ତ୍ରୀ ଅଭିନୟ କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ, କେନ୍ଦ୍ରରେ- ବିଜେପି ସରକାର ଆୟୁସକୁ ସମ୍ମତ ପ୍ରଦାନ କରୁଥିବା