Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ଧୂରମାଲ ଜଙ୍ଗଲରେ ବେଆନ ମହୁଲି ମଦ ରନ୍ଧା ଯାଉଥିବା ସମୟରେ ବୌଦ୍ଧ ଅବକାରୀ ପୋଲିସର ଚଢ଼ାଉ

ଆଜି ରାତ୍ର ୮ଟା ସମୟରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ମଧ୍ୟାନ୍ହ ପାଖପାଖି ୧୨ଟା ସମୟରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଧୂରମାଲ ଗ୍ରାମ ଜଙ୍ଗଲରେ ବେଆନ ମହୁଲି ମଦ ରନ୍ଧା ଯାଉଥିବା ସମୟରେ ବୌଦ୍ଧ ଅବକାରୀ ପୋଲିସ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ଗ୍ରାମର ଜଙ୍ଗଲରୁ ୪୦ଲିଟର ରନ୍ଧା ମହୁଲି ମଦ ସହିତ ୪୦୦କେଜି ମହୁଲ ପୋଚକୁ ଜବତକରି, ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି l ଏନେଇ ୧୮୪/୨୫-୨୬ରେ ମାମଲା ରୁଜୁ କରାଯଇଥିବା ନେଇ l ବୌଦ୍ଧ ଅବକାରି ଥାନାର OIC ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି
ବୌଦ୍ଧ ସଦର: ଧୂରମାଲ ଜଙ୍ଗଲରେ ବେଆନ ମହୁଲି ମଦ ରନ୍ଧା ଯାଉଥିବା ସମୟରେ ବୌଦ୍ଧ ଅବକାରୀ ପୋଲିସର ଚଢ଼ାଉ - Baudh Sadar News