Public App Logo
ବନ୍ୟା ଜଳ ବୋହିଗଲା କିନ୍ତୁ ଗ୍ରାମବାସୀଙ୍କ ଦୁଃଖ ରହିଗଲା, ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀର ବନ୍ୟା ଛାଡ଼ି ଯାଇଛି। ସତ କିନ୍ତୁ ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରବାହିତ ହୋଉଥିବା ବେଳେ ଏବେବି 19 ନମ୍ବର ଓ୍ବାଡର ଲୋକ ମାନେ ଅନେକ ଅସୁବିଧା ସମୟରେ ଥିବା ବେଳେ ତାଙ୍କ ପାଖରେ ପହଞ୍ଚିଲେ ଭଦ୍ରକ ଜିଲ୍ଲା କଂଗ୍ରେସ ଦଳର ଯୁବ ନେତା ନଳନୀକାନ୍ତ ମହାନ୍ତି ଙ୍କ ସହିତ 19 ନମ୍ବର ଓ୍ବାଡର କାଉନସିଲର ଓ ଯୁବ ଲାଲୁ ଭାଇ ଉପସ୍ଥିତରେ ଏକ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। #StqMedia #BhadrakNews #Bhadrak #Flood #FloodArea #Congress #viralpost - Bhadrak Rural News