ଟିଟିଲାଗଡ: ଖୋଲାନ ପିଏମ୍ଶ୍ରୀ ବିଦ୍ୟାଳୟରେ ଅନୁଷ୍ଠିତ ହେଲା ଛାୟା ବିଧାନସଭା
ଖୋଲାନ ପିଏମ୍ଶ୍ରୀ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ହେଲା ଛାୟା ବିଧାନସଭା। ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ ଶିଖିଲେ ଛାତ୍ରଛାତ୍ରୀ। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ବଲାଙ୍ଗୀରଠାରେ ହେବାକୁ ଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ।