Public App Logo
Jansamasya
News
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Ahmedabad
Rahulgandhi
Ipl

Tension in Sundargarh After Miscreants Open Fire Outside Coal Businessman’s Residence . Police Probe Begins . #sundergar...

Raurkela M, Sundargarh | May 17, 2026

MORE NEWS

Rourkela Excise Department Crackdown On Illegal Country Liquor Trade. #rourkela #odisha

Raurkela M, Sundargarh | Jun 11, 2026

12 Years of Social Boycott, Now Mother Gone — Daughter Left Alone in a Broken House
 Society Rejected Them for 12 Years, Now Bonai Daughter Faces Life Alone After Mother’s Death . #bonai #sundergarh #odisha

12 Years of Social Boycott, Now Mother Gone — Daughter Left Alone in a Broken House Society Rejected Them for 12 Years, Now Bonai Daughter Faces Life Alone After Mother’s Death . #bonai #sundergarh #odisha

Raurkela M, Sundargarh | Jun 11, 2026

ଆଜି ରାଉରକେଲା ଅବକାରୀ ଅଧୀକ୍ଷକ *ଶ୍ରୀଯୁକ୍ତ  ଧନେଶ୍ୱର ବରାଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ କାରିଛପଲ, ଅଙ୍କୁରପାଲି, ଟଙ୍କାଟୋଲୀ ଅଞ୍ଚଳ ରେ ରାଉରକେଲା ଅବକାରୀ, ବୀରମିତ୍ରପୁର ଓ ହାତିବାରୀ ଥାନା ପୋଲିସ, APR ଫୋର୍ସ ମାଜିଷ୍ଟ୍ରଟ ଦ୍ୱାରା ମିଳିତ ଚଢ଼ାଉ କରି ୦୨ ଗୋଟି Claim କେସ ଏବଂ ୦୭ ଗୋଟି Unclaim କେସ ମୋଟ ୦୯ ଗୋଟି କେସ ରୁଜୁ କରା ଯାଇଛି | କାରିଛାପଲ ଅଞ୍ଚଳରେ ମୋଟ  ୨୨୦ ଲିଟର ବେଆଇନ ମହୁଲି ମଦ ଓ ୧୮,୭୨୦ କିଗ୍ରା  ମହୁଲ ପୋଚ ଏବଂ ଅଙ୍କୁରପାଲି ଅଞ୍ଚଳରେ ମୋଟ ୩୦୦ ଲିଟର ବେଆଇନ ମହୁଲି ମଦ ଓ ୧୮,୮୦୦ କିଗ୍ରା ମହୁଲ ପୋଚ ଘଟଣା ସ୍ଥଳରେ ନଷ୍ଟ କରା ଯାଇଛି। ୨ ଜଣ ଆସାମୀ  କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉ ରେ  Excise Inspector ଶ୍ରୀ ମୋହନ ପଧାନ ଓ inspector ହେମନ୍ତ ମହାନନ୍ଦିଆ, SI ମିଲନ ତିର୍କୀ, ASI ବିନୋଦିନୀ ବେହେରା , ବିଦୂତ ଭୂଷଣ ଦାଶ ଓ ଯୁବରାଜ ବାଗ ଓ ଅନ୍ୟାନ୍ୟ ଷ୍ଟାଫ ସାମିଲ ଥିଲେ l