ବର୍ଷ ବର୍ଷ ଧରି ମହିଳା ସଶକ୍ତିକରଣକୁ କେବଳ ସଭା, ସମାବେଶ ଓ ସ୍ଲୋଗାନ ଭିତରେ ସୀମିତ ରଖାଯାଇଥିବା ବେଳେ, ଆଜି ଆମ ଲୋକଙ୍କ ସରକାରରେ ଓଡ଼ିଶାର ମାତୃଶକ୍ତିର ବାସ୍ତବ ପରିଚୟ ବଦଳିଛି। ଆମ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ବକ୍ତବ୍ୟ ନୁହେଁ, ବରଂ ଏକ ପବିତ୍ର ଆନ୍ଦୋଳନ, ଯେଉଁଠି ମା’ମାନଙ୍କୁ କେବଳ ଋଣ ନୁହେଁ, ବରଂ ପ୍ରକୃତ ସ୍ୱାବଲମ୍ବନ ପାଇଁ ସିଧାସଳଖ ସହାୟତା ପ୍ରଦାନ କରାଯାଉଛି। ବ୍ୟକ୍ତିଗତ ହେଉ ବା ଗୋଷ୍ଠୀଗତ, ଓଡ଼ିଶାର ପ୍ରତିଟି ମହିଳା ଆଜି ଦକ୍ଷ ହୋଇ ବିକାଶର ପ୍ରମୁଖ ସହଯୋଗୀ ସାଜିଛନ୍ତି ଏବଂ ରାଜ୍ୟରେ ଲକ୍ଷପତି ଦିଦି ସୃଷ୍ଟି କରି ଆମେ ଆତ୍ମନିର୍ଭରତାର ଏକ ନୂଆ ଇତିହାସ ରଚନା କରିଛୁ। ଏହା ହେଉଛି ପ୍ରତିଶ୍ରୁତିରୁ ପ୍ରାପ୍ତିର ଏକ ସଫଳ ଯାତ୍ରା ଏବଂ ଆମ ସରକାର ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ଅଧିକାରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଦୃଢ଼ ସଙ୍କଳ୍ପବଦ୍ଧ।
#2YearsofLokankaSarakar
#BikasharaDharaOdishaSara
#2YearsofNariShakti