ଜୁଜୁମୁରା: ଖଣ୍ଡୁଆଲ ଗଙ୍ଗା ମନ୍ଦିର ଠାରେ କାର୍ତ୍ତିକ ଦଶମି ବୁଡ ଉସ୍ଚବ ଅନୁଷ୍ଠିତ
ଖଣ୍ଡୁଆଲ ଗଙ୍ଗା ମନ୍ଦିର ଠାରେ କାର୍ତ୍ତିକ ଦଶମି ବୁଡ ଉସ୍ଚବ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାନେଶ୍ୱର ବ୍ଲକର ଖଣ୍ଡୁଆଲ ଗଙ୍ଗା ମନ୍ଦିର ଠାରେ ପଶ୍ଚିମ ଓଡ଼ିଶା ଆଦିବାସୀ ମିର୍ଦ୍ଧା କିସାନ ସମାଜ ମଙ୍ଗଳ ସଙ୍ଗଠନ ମହାଖଳା ପକ୍ଷରୁ ଶନିବାର ସକାଳେ କାର୍ତ୍ତିକ ମାସର ଦଶମୀ ବୁଡ଼ ଉସ୍ଚବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦିବଂଗତ ଆତ୍ମା ଙ୍କ ର ପ୍ରତିକାତ୍ମକ ଅସ୍ଥି କଳସ ଆନନ୍ଦ ଉଲ୍ଲାସର ସହିତ ବିସର୍ଜନ କରାଯାଇଥିଲା । ଏଥିରେ ସାନୁରର୍ଯ୍ୟ ଦଣ୍ଡସେନା ପୈରହିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସମ୍ବଲପୁର ର ଉପ ସଭାପତି ମାଧମ