ଢେଙ୍କାନାଳ ପୋଲିସ ପକ୍ଷରୁ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଯାଞ୍ଚ ଆରମ୍ଭ ହୋଇଛି। ସୁରକ୍ଷିତ ଗାଡ଼ି ଚାଳନା ପାଇଁ ପୋଲିସ ପକ୍ଷରୁ ସଚେତନତା ଜାରି।