Public App Logo
Jansamasya
News
���ुलिस
Bjp
National
Bihar
���ीजेपी
���िधायक
Congress
Modi
Delhi
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Uttarpradesh
���ादी
Crimenews
Aap
Indore
Bareilly

ସମ୍ବଲପୁର ମ୍ୟୁନିସିପାଲଟି: ଦୋକାନରୁ ୨୦ ଟଂକାର ପାଉଁରୁଟି ଖାଇଦେଲା ବୋଲି ଷଣ୍ଢକୁ ଛୁରୀ ଭୁସି ହତ୍ଯା, ହୀରାକୁଦ ପୋଲିସ ଦ୍ୱାରା ଜଣେ ଗିରଫ

୨୦ ଟଂକା ପାଇଁ ଷଣ୍ଢକୁ ହତ୍ଯା | ଦୋକାନରୁ ୨୦ ଟଂକାର ପାଉଁରୁଟି ଖାଇଦେଲା ବୋଲି ଷଣ୍ଢକୁ ଛୁରୀ ଭୁସି ହତ୍ଯା l ହୀରାକୁଦରେ ଘଟିଛି ଏହି ଅଭାବନୀୟ ଘଟଣା l ସୂଚନା ଅନୁସାର ହୀରାକୁଦ ବଜାରରେ ଏକ ଦୋକାନ କରିଛନ୍ତି ଶିବରାମ ମହାନ୍ତି। ଆଜି ଦିନ ୧୨ଟା ସମୟରେ ଏକ ବୁଲା ଷଣ୍ଢ ତାଙ୍କ ଦୋକାନ ରୁ ଏକ ୨୦ ଟଙ୍କା ମୂଲ୍ଯର ପାଉଁରୁଟି ଖାଇଦେଇଥିଲା। ଯାହାକି ଶିବରାମ ମହାନ୍ତି ଜମା ସହି ପାରିନଥିଲେ। ପାଖରେ ଥିବା ଛୁରୀରେ ଯାଇ ଷଣ୍ଢ ଟିକୁ ଭୁଷି ଦେଇଥିଲେ। ଫଳରେ ଷଣ୍ଢ ଟି ପ୍ରାଣ ବିକଳରେ ଦୌଡିବାର ସମସ୍ତେ ଦେଖି ଘଟଣା ଟିକୁ ନଜର କରିଥିଲେ। କିଛି ଲୋକ ଦୋକାନୀ କୁ କାବୁ କରୁଥିଲେ ଏବଂ କିଛି ଲୋକ

MORE NEWS