Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
usr30697911
Previous slide
Next slide
ବେଆଇନଦେଶୀ ମଦ ରନ୍ଧା ଅଡ୍ଡା ରେ ଚଢ଼ାଉ I ଜଣେ ଗିରଫ ପୁରୁଣାକଟକ ଥାନା ପୋଲିସ ଟିମ୍କୁ ମିଳିଛି ବଡ଼ ସଫଳତା। ମାଧପୁର ଗ୍ରାମ ନିକଟରେ ଅବକାରୀ ଚଢ଼ାଉ କରାଯାଇ ୨୦ କିଲୋଗ୍ରାମ ଅବୈଧ ମହୁଲ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି। ଏହାସହ ଅଭିଯୁକ୍ତଙ୍କ ନିକଟରୁ ୭ ଲିଟର ଦେଶୀ ମଦ ଜବତ କରାଯାଇଛି। ଅଞ୍ଚଳରେ ବେଆଇନ ମଦ ବ୍ୟବସାୟ ଓ କାରବାରକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏହି ଚଢ଼ାଉକୁ ଆହୁରି କଡ଼ାକଡ଼ି କରାଯାଉଛି। #BoudhNews #OdishaPolice #Purunakataka #CrimeUpdate #ExciseRaid #LawAndOrder #Boudh #Odisha
Baudh Sadar, Boudh (Bauda)
| Aug 18, 2026
#boudhnews
#odishapolice
#purunakataka
#crimeupdate
#exciseraid
#lawandorder
#boudh
#odisha
MORE NEWS
ଗାଡି କୁ ପେଲି ପେଲି ନେଉଛନ୍ତି ଯବାନ i ସୋସିଆଲ ମିଡ଼ିଆ ରେ ଭାଇରାଲ I e20ଯୋଗୁଁ ଅବସ୍ଥା ବୋଲି
Baudh Sadar, Boudh (Bauda) | Aug 18, 2026
ଗଂଜେଇ କେମିତି ପୁଳା ପୁଳା ଜବତ କଲା ପୋଲିସ ଦେଖନ୍ତୁ ଭିଡିଓ
Baudh Sadar, Boudh (Bauda) | Aug 18, 2026
ଶଗଡ଼ା ବାଘ ବ୍ୟାରେଜ ପ୍ରକଳ୍ପ: ଠିକାଦାର-ଯନ୍ତ୍ରୀ-ନେତାଙ୍କ ମଧୁଚନ୍ଦ୍ରିକା, ବଳି ପଡ଼ୁଛନ୍ତି ନିରୀହ ଚାଷୀ! ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ଶଗଡ଼ା ଗ୍ରାମପଞ୍ଚାୟତର ବାଘ ନଦୀ ଉପରେ ନିର୍ମିତ ଆନିକଟ/ବ୍ୟାରେଜକୁ ନେଇ ଏବେ ସୃଷ୍ଟି ହୋଇଛି ଗଭୀର ଅସନ୍ତୋଷ। ଚାଷୀଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏବେ ଦୁର୍ନୀତିର ପାଚେରୀ ସାଜିଛି! ମେନ୍ କେନାଲର ପୁନଃରୁଦ୍ଧାର ପାଇଁ ହୋଇଥିବା କଂକ୍ରିଟ୍ କାର୍ଯ୍ୟ ବର୍ଷଟିଏ ପୂରିବା ଆଗରୁ ହିଁ ଧୋଇଯାଇଛି। କେନାଲର ଉଭୟ ପାର୍ଶ୍ୱରେ ଘାଇ ସୃଷ୍ଟି ହୋଇଥିବାରୁ ବର୍ତ୍ତମାନ ଚାଷ ସମୟରେ ପାଣି ପାଇବାରୁ ବଞ୍ଚିତ ହେବା ଭୟରେ ଆଶଙ୍କିତ ଚାଷୀକୂଳ। ୧୦ ବର୍ଷ ହେଲା ଗୋଟିଏ ଜାଗାରେ କନିଷ୍ଠ ଯନ୍ତ୍ରୀ: ସରକାରୀ ନିୟମାନୁସାରେ ଜଣେ କର୍ମଚାରୀ ୩ ବର୍ଷରୁ ଅଧିକ ସମୟ ଗୋଟିଏ ଜାଗାରେ ରହିବା କଥା ନୁହେଁ। ହେଲେ କନିଷ୍ଠ ଯନ୍ତ୍ରୀ ଅନାଦି ବେହେରା ଆଜକୁ ପ୍ରାୟ ୧୦ ବର୍ଷ ହେଲା କାହା ସ୍ୱାର୍ଥରେ ଓ କାହା ରାଜନୈତିକ ଛାତ୍ରଛାୟା ତଳେ ଗୋଟିଏ ସ୍ଥାନରେ ପଡ଼ିରହିଛନ୍ତି? ଠିକାଦାର-ଅଫିସରଙ୍କ ଭିତିରିଆ ବୁଝାମଣା: ଠିକାଦାର, ବିଭାଗୀୟ ଯନ୍ତ୍ରୀ (SDO ଓ JE) ଏବଂ ଶାସକ ଗୋଷ୍ଠୀର ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଯଦି ତୁରନ୍ତ ଏହି କେନାଲର ସ୍ଥାୟୀ ସମାଧାନ କରାଯାଇ ଚାଷୀଙ୍କୁ ପାଣି ଯୋଗାଇ ଦିଆନଯାଏ ଏବଂ ନିୟମ ବିରୋଧୀ ଭାବେ ରହିଥିବା କନିଷ୍ଠ ଯନ୍ତ୍ରୀ ଅନାଦି ବେହେରାଙ୍କୁ ବଦଳି କରାନଯାଏ, ତେବେ ଆଗାମୀ ଦିନରେ ଅଞ୍ଚଳର ଚାଷୀମାନଙ୍କୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବ। ବୋଲି କଂଗ୍ରେସ ନେତା ରଘୁନାଥ ପଲିଆ ଓ ଶଗଡ଼ା ପୂର୍ବତନ ସରପଞ୍ଚ ସୁରଥ କୁମାର ମିଶ୍ର #Boudh #ChasiSamasya #SagadaBaghProject #CorruptionAllegation #OdishaNews #FarmersIssue #PublicProtests
Baudh Sadar, Boudh (Bauda) | Aug 18, 2026
#୨_କ୍ୱିଣ୍ଟାଲ_ଗଞ୍ଜେଇ_ଜବତ_୨_ଗିରଫ -ମାଲକାନଗିରି: କାଲିମେଳା ନିକଟରୁ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ -ସୁଧାକୁଣ୍ଡା ଜଙ୍ଗଲରୁ ଗଞ୍ଜେଇ ଲୋଡିଂ ହୋଇ ମହାରାଷ୍ଟ୍ର ଚାଲାଣ ହେଉଥିଲା -ଆମ୍ବୁଲାନ୍ସ ପାଲଟିଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ #Malkangiri #GanjaSeized #Kalimela #DrugBust #OdishaPolice
Baudh Sadar, Boudh (Bauda) | Aug 17, 2026