Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur

ସମ୍ବଲପୁର ମ୍ୟୁନିସିପାଲଟି: ବକ୍ସମା ବି ଜମନକିରା ଠାରେ ଅସହାୟଙ୍କୁ କମ୍ବଳ ବଣ୍ଟନ, ଯୋଗ ଦେଲେ ଉପଜିଲ୍ଲାପାଳ

Sambalpur M, Sambalpur | Nov 29, 2025
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ପଞ୍ଚାୟତ ଅନ୍ତର୍ଗତ ବି ଜମନକିରା ଠାରେ ନିରାଶ୍ରୟ ମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିଲିପଦର ସ୍ଥିତ ଗଡ୍ସ ପାୱାର ଏଣ୍ଡ ବ୍ଲେସିଙ୍ଗ ମିନିଷ୍ଟ୍ରି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ କୁଚିଣ୍ଡା ଉପଜିଲ୍ଲାପାଳ ସି ସର୍ବାନନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିରାଶ୍ରୟ ,ବୃଦ୍ଧ ବୃଦ୍ଧା, ବିଧବା ତଥା ମାନସିକ ଅନଗ୍ରସର ଅସହାୟ ଲୋକ ଙ୍କୁ କମ୍ବଳ ଓ ବଡସିଟ ବଣ୍ଟନ କରିଥିଲେ।

MORE NEWS