#ମୁଖ୍ୟମନ୍ତ୍ରୀ_ରିଲିଫ_ପାଣ୍ଠିରୁ_ବଡ଼ଚଣା_ବଞ୍ଚିତ
ବଡ଼ଚଣାକୁ ଅବହେଳା ନେଇ,ପ୍ରଦେଶ କଂଗ୍ରେସ କମିଟିର ସାମ୍ବାଦିକ
ବନ୍ୟା ଆସିଲା ବନ୍ୟା ଗଲା ନେତା ଆସିଲେ ନେତା ଗଲେ ଉପମନ୍ତ୍ରୀ ପ୍ରଭାତୀ ପରିଡା ବଡଚଣା ବନ୍ୟା ପରିସ୍ଥିତିକୁ ନେଇ ଅନୁଧ୍ୟାନ କଲେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଗତ ବୁଲିକି ଗଲେ ହେଲେ ଦୁର୍ଭାଗ୍ୟ ଘଟଣା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଉପେକ୍ଷା କାହିଁକି ?
ବଡଚଣା କୁ କାହିଁକି ଏତେ ପରିହାସ କରାଯାଇଛି , ବଡଚଣାର କଣ ସ୍ୱାଭିମାନ ନାହିଁ , ଆଗାମୀ ଦିନରେ ରେ ବନ୍ୟା ସହାୟତାର ରାଶି ନ ପହଞ୍ଚେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବଡଚଣା ବ୍ଳକ କଂଗ୍ରେସ ସଭାପତି ଚିନ୍ମୟ ପ୍ରଧାନ ସୂଚନା ଦେଇଛନ୍ତି।
#CMReliefFunds
#DiseasterManagement
#BlockCongress
#ChinmayaPradhan
#ASMITAKHABAR
Jajapur, Jajpur | Aug 29, 2026