କାମାକ୍ଷାନଗର: ଭୁବନରେ ଖୋଳା ଯାଇଥିବା ଘର ପାଇଁ ଗାତରେ ପଡିଲା ଗାଈ ମଙ୍ଗଳବାର ୪ଟାରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ
ଭୁବନରେ ଖୋଳା ଯାଇଥିବା ଘର ପାଇଁ ଗାତରେ ପଡିଲା ଗାଈ ମଙ୍ଗଳବାର ୪ଟାରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।ଢେଙ୍କାନାଳ ଜିଲା ଭୁବନରେ ନୂତନ ଗୃହ କରିବା ପାଇଁ ଖୋଳା ଯାଇଥିବା ଗାତରେ ପଡିଗଲା ଗାଈ ମଙ୍ଗଳବାର ଖବର ପାଇ ଭୁବନ ଅଗ୍ନିଶମ ବବିନି ଯାଇ ଗାଈକୁ କଲା ଉଦ୍ଧାର ।