FM କଲେଜ ନିର୍ବାଚନ: ବିସିଜେଡି ଜିଲ୍ଲା ସଭାପତିଙ୍କୁ ଅଟକ ରଖିବାକୁ ନେଇ ଥାନାରେ ଉତ୍ତେଜନା
Baleshwar, Balasore | Oct 10, 2026
ବାଲେଶ୍ୱର ଫକୀର ମୋହନ କଲେଜ ନିର୍ବାଚନ ପ୍ରଚାର ବେଳେ ବିସିଜେଡି ଜିଲ୍ଲା ସଭାପତି ହରେକୃଷ୍ଣ ପ୍ରଧାନଙ୍କୁ ପୋଲିସ ଅଟକ ରଖିବାକୁ ନେଇ ଟାଉନ ଥାନାରେ ହଙ୍ଗାମା। ପୋଲିସର ଏକତରଫା କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧ ପ୍ରଦର୍ଶନ କଲେ କର୍ମୀ।