Public App Logo
ଜୟପୁର ସଦର ଥାନା ଅନ୍ତର୍ଗତ ଦାମାପୁଟ, ସବ୍‌ଷ୍ଟେସନ ପଛପାଖ, ପରଜାଗୁଡ଼ା ନିକଟସ୍ଥ ଫାର୍ମ ହାଉସ୍ ରେ ଗତ କାଲି ବିଳମ୍ବିତ ରାତିରେ ଡକାୟତି। ସୁନା କାନ ରିଙ୍ଗ,ନାକ ଫୁଲ ସହ ନଗଦ ୧୩,୦୦୦ ଟଙ୍କା ଲୁଟ୍। ଲୁଟ୍ ର ଶିକାର ହୋଇଥିବା ଦୁଇଟି ପରିବାର ଜୟପୂର ସଦର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାରେ ପୋଲିସ୍ ର ତଦନ୍ତ ଆରମ୍ଭ ହୋଇଛି। - Jeypore News