#ସୋସିଆଲ_ମିଡିଆର_ପ୍ରଭାବ....
#ଖବର ପ୍ରଶାରଣ ପରେ ସହାୟତା କାନ୍ଥ ଉପରେ ଗୁରୁତ୍ୱ....
#ସୋସିଆଲ ମିଡିଆରେ ଉଠୁଥିବା ଜନସ୍ୱର ଯଦି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିପାରୁଛି,ତେବେ ଏହା ହିଁ ଗଣମାଧ୍ୟମ ଓ ଜନସାଧାରଣଙ୍କ ସଚେତନତାର ପ୍ରକୃତ ସଫଳତା।।।।।
#ଧନ୍ୟବାଦ ଜିଲ୍ଲା ପ୍ରଶାସନ#
#Mayurbhanj #baripada
Baripada Town, Mayurbhanj | Nov 11, 2026