Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking

ସମ୍ବଲପୁର ମ୍ୟୁନିସିପାଲଟି: ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରେଳ ଭିତ୍ତିଭୂମି ପ୍ରକଳ୍ପ ନିରୀକ୍ଷଣ,ସମ୍ବଲପୂର ରେଳମଣ୍ଡଳର ପିଆରଓ ଦେଲେ ସୁଚନା

Sambalpur M, Sambalpur | Apr 26, 2025
ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ପଶ୍ଚିମ ଓଡିଶା ଅଞ୍ଚଳର ସମ୍ବଲପୁର–ଝାରସୁଗୁଡା ରେଳ ସେକ୍ସନରେ ଚାଲୁରହିଥିବା ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଟ୍ରାଫିକ୍ ସୁବିଧା ଉନ୍ନତି କାର୍ଯ୍ୟର ବ୍ୟାପକ ନିରୀକ୍ଷଣ କରିଛନ୍ତି।ଏହି ନିରୀକ୍ଷଣରେ ଝାରସୁଗୁଡା ରୋଡ଼, ବୃନ୍ଦାମାଲ, ଲପଙ୍ଗା ଓ ସରଲା ଷ୍ଟେସନକୁ ଯୋଗ କରାଯାଇଛି ଏବଂ ଏହା ସହିତ ଏହି ଅଞ୍ଚଳର ଶିଳ୍ପ ବିକାଶକୁ ସମର୍ଥନ କରୁଥିବା ରେଲୱେ ସାଇଡିଂ ଓ ପ୍ରକଳ୍ପଗୁଡିକର ସମୀକ୍ଷା କରାଯାଇଛି।

MORE NEWS